ନିଷିଦ୍ଧ ସ୍ୱପ୍ନ

୧୯୮୮ର ଓଡ଼ିଆ କଥାଚିତ୍ର

ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ନିଷିଦ୍ଧ ସ୍ୱପ୍ନ' [୧] ୧୯୮୮ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।[୨]

ନିଷିଦ୍ଧ ସ୍ୱପ୍ନ
ନିର୍ଦ୍ଦେଶକମନମୋହନ ମହାପାତ୍ର
ପ୍ରଯୋଜକମନମୋହନ ମହାପାତ୍ର
ସଂଳାପମନମୋହନ ମହାପାତ୍ର
କଳାକାରଜୟା, ଅରୁଣ ନନ୍ଦ, ପୁଷ୍ପା ପଣ୍ଡା, ମନମୋହନ ରାୟ
ସଙ୍ଗୀତଅଜୟ ଘୋଷ
ଚିତ୍ରଗ୍ରହଣଦିଲ୍ଲିପ
ସମ୍ପାଦକଗଦାଧର ପୁଟୀ
ମୁକ୍ତିଲାଭ ତାରିଖ
୧୯୮୮
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ନିଷିଦ୍ଧ ସ୍ୱପ୍ନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


  1. ଇଣ୍ଟରନେଟ ମୁଭି ଡାଟାବେସରେ ନିଷିଦ୍ଧ ସ୍ୱପ୍ନ
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 27 August 2018.