ଭଙ୍ଗା ସିଲଟ

୧୯୯୮ର ଓଡ଼ିଆ କଥାଚିତ୍ର

ଭଙ୍ଗା ସିଲଟ ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଡ଼ିଆ କଥାଚିତ୍ର । ଏହି କଥାଚିଯତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ ମହାନ୍ତି

ଭଙ୍ଗା ସିଲଟ
ନିର୍ଦ୍ଦେଶକପ୍ରଫୁଲ୍ଲ ମହାନ୍ତି
କାହାଣୀଶ୍ରୀକାନ୍ତ ମିଶ୍ର
କଳାକାରବସନ୍ତ ଦାସ, ସୁଷମା ଦାସ
ମଞ୍ଜୁଳା କୁଅଁର, ବସନ୍ତ ସାମଲ
Production
company
ମା' ଶାରଳା ଫିଲ୍ମସ୍
ମୁକ୍ତିଲାଭ ତାରିଖ
୧୯୮୬
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ ସମ୍ପାଦନା

ପୁରସ୍କାର ସମ୍ପାଦନା

୧୯୮୭ ମସିହାର ୩୪ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି କଥାଚିତ୍ରର ଅଭିନେତ୍ରୀ ମଞ୍ଜୁଳା କୁଅଁରଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୧]

ଆଧାର ସମ୍ପାଦନା

  1. "34th National Film Awards – 1987" (PDF). Directorate of Film Festivals. p. 29. Archived from the original (PDF) on 17 October 2014. Retrieved 5 July 2013.

ବାହାର ଆଧାର ସମ୍ପାଦନା