ନବଜନ୍ମ
୧୯୬୫ର ଓଡ଼ିଆ କଥାଚିତ୍ର
ସଚିନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ନବଜନ୍ମ ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା ।
ନବଜନ୍ମ | |
---|---|
ନିର୍ଦ୍ଦେଶକ | ସଚିନ ମୁଖାର୍ଜୀ |
ପ୍ରଯୋଜକ | ପଂଚସଖା ପିକ୍ଚର୍ସ (ମୁଖ୍ୟ ସଂଗଠକ- ଧୀର ବିଶ୍ୱାଳ) |
କଳାକାର | ଧୀର ବିଶ୍ୱାଳ, ଶରତ ପୂଜାରୀ, ଝରଣା ଦାସ, ଗୀତା |
ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୬୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧ଲକ୍ଷ ୧୦ ହଜାର ଟଙ୍କା |
ଅଭିନୟରେ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ‘ନବଜନ୍ମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
ସମ୍ପାଦନାଏହି କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ।
ଗୀତ ଗୁଡ଼ିକର ସାରଣୀ
କ୍ରମ | ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|---|
୧ | ତୋ ଖୋଜିଲା ଖୋଜିଲା ଆଖି | ଜିତେନ୍ଦ୍ର ପଟ୍ଟନାୟକ | ସନ୍ଧ୍ୟା ମୁଖାର୍ଜୀ[୨] |
୨ | ଏଇ ଲଗନେ ମୋ ମନ ବୁଝେନା | ଜିତେନ୍ଦ୍ର ପଟ୍ଟନାୟକ | ନିର୍ମଳା ମିଶ୍ର |
୩ | ଆଖି ଥାଇ ଦେଖେ ଖାଲି ଅମା | ନରସିଂହ ମହାପାତ୍ର | ସନ୍ଧ୍ୟା ମୁଖାର୍ଜୀ |
୪ | ମଲ୍ଲି ଢପ ଲୋ ମା' ଲୋ ମଲି | ନାରାୟଣ ପ୍ରସାଦ ସିଂହ | ମହମ୍ମଦ ସିକନ୍ଦର ଆଲାମ |
୫ | ଏ ଦିନ ସୁନ୍ଦର ମିଳନ ଛନ୍ଦର | ନାରାୟଣ ପ୍ରସାଦ ସିଂହ | ମହମ୍ମଦ ସିକନ୍ଦର ଆଲାମ ଓ ତୃପ୍ତି ଘୋଷ |
୬ | ସବୁଥିରୁ ବଞ୍ଚିତ କରି କେଉଁ | ଲକ୍ଷ୍ମୀକାନ୍ତ ମହାପାତ୍ର | ରଘୁନାଥ ପାଣିଗ୍ରାହୀ |
ଆଧାର
ସମ୍ପାଦନା- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}
: Check date values in:|date=
and|archivedate=
(help)
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନବଜନ୍ମ