ନବଜନ୍ମ
୧୯୬୫ର ଓଡ଼ିଆ କଥାଚିତ୍ର
ସଚିନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ନବଜନ୍ମ ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା ।
ନବଜନ୍ମ | |
---|---|
ନିର୍ଦ୍ଦେଶକ | ସଚିନ ମୁଖାର୍ଜୀ |
ପ୍ରଯୋଜକ | ପଂଚସଖା ପିକ୍ଚର୍ସ (ମୁଖ୍ୟ ସଂଗଠକ- ଧୀର ବିଶ୍ୱାଳ) |
କଳାକାର | ଧୀର ବିଶ୍ୱାଳ, ଶରତ ପୂଜାରୀ, ଝରଣା ଦାସ, ଗୀତା |
ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୬୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧ଲକ୍ଷ ୧୦ ହଜାର ଟଙ୍କା |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର ‘ନବଜନ୍ମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତସମ୍ପାଦନ କରନ୍ତୁ
ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାସ ।
ଗୀତ ଗୁଡିକର ସାରଣୀ
ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|
ତୋ ଖୋଜିଲା ଖୋଜିଲା ଆଖି | --- | ସନ୍ଧ୍ୟା ମୁଖାର୍ଜୀ[୨] |
ଆଖି ଥାଇ ଦେଖେ ଖାଲି | --- | ସନ୍ଧ୍ୟା ମୁଖାର୍ଜୀ |
ଆଧାରସମ୍ପାଦନ କରନ୍ତୁ
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 20 June 2017.
- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ନବଜନ୍ମ