ନୀରବ ଝଡ଼

୧୯୮୪ର ଓଡ଼ିଆ କଥାଚିତ୍ର

ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ନୀରବ ଝଡ଼' [୧] ୧୯୮୪ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇଥିଲା ।[୨]

ନୀରବ ଝଡ଼
ନିର୍ଦ୍ଦେଶକମନମୋହନ ମହାପାତ୍ର
ପ୍ରଯୋଜକମନମୋହନ ମହାପାତ୍ର
ଚିତ୍ରନାଟ୍ୟମନମୋହନ ମହାପାତ୍ର
କାହାଣୀମନମୋହନ ମହାପାତ୍ର
କଳାକାରହେମନ୍ତ ଦାସ, ରବିନ ଦାସ, ଜୟା, ମଣିମାଳା
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣବି. ବିନ୍ଧାଣୀ, ରାଜଶେଖର
ସମ୍ପାଦକସତ୍ୟେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ
୧୯୮୪
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ନୀରବ ଝଡ଼’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


  1. ଇଣ୍ଟରନେଟ ମୁଭି ଡାଟାବେସରେ ନୀରବ ଝଡ଼
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 27 August 2018.