ପୂଜା ପାଇଁ ଫୁଲଟିଏ

୨୦୦୭ର ଓଡ଼ିଆ କଥାଚିତ୍ର

ଗଦାଧର ପୁଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ପୂଜା ପାଇଁ ଫୁଲଟିଏ [୧] ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।

ପୂଜା ପାଇଁ ଫୁଲଟିଏ
ନିର୍ଦ୍ଦେଶକଗଦାଧର ପୁଟୀ
ପ୍ରଯୋଜକପଦ୍ମିନୀ ପୁଟୀ
ସଂଳାପଗଦାଧର ପୁଟୀ
କାହାଣୀଗଦାଧର ପୁଟୀ
କଳାକାରଆଦ୍ୟାଶା ମହାପାତ୍ର, ଆକାଙ୍କ୍ଷା କବି, ନୈନା ଦାସ, ଲିସା ମହାନ୍ତି, ଶରତ ପୂଜାରୀ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଯୁଗଳ ଦେବତା
ସମ୍ପାଦକଗଦାଧର ପୁଟୀ
ମୁକ୍ତିଲାଭ ତାରିଖ
୨୯ ସେପ୍ଟେମ୍ବର ୨୦୦୭
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୬୫ଲକ୍ଷ ୨୫ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ପୂଜା ପାଇଁ ଫୁଲଟିଏ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ

  1. ଇଣ୍ଟରନେଟ ମୁଭି ଡାଟାବେସରେ ପୂଜା ପାଇଁ ଫୁଲଟିଏ