ନିର୍ବାଚନ (ଓଡ଼ିଆ କଥାଚିତ୍ର)
୧୯୯୪ର ଓଡ଼ିଆ କଥାଚିତ୍ର
ନିର୍ବାଚନ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ମଜୁମଦାର ଓ ରବି ମଲ୍ଲିକ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିପ୍ଳବ ରାୟଚୌଧୁରୀ ଓ ପ୍ରଫୁଲ୍ଲ ରାୟ । ବିପ୍ଳବ ରାୟଚୌଧୁରୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ଏହି ଚଳଚ୍ଚିତ୍ରଟି ନିର୍ମାଣ ପାଇଁ ଜାତୀୟ ଚଳଚ୍ଚିତ୍ର ନିଗମର ଆର୍ଥିକ ସହାୟତା ମିଳିଥିଲା ।[୨]
ନିର୍ବାଚନ | |
---|---|
ନିର୍ଦ୍ଦେଶକ | ବିପ୍ଳବ ରାୟଚୌଧୁରୀ |
ପ୍ରଯୋଜକ | ଦେବାଶିଷ ମଜୁମଦାର ରବି ମଲ୍ଲିକ |
ଚିତ୍ରନାଟ୍ୟ | ବିପ୍ଳବ ରାୟଚୌଧୁରୀ |
କାହାଣୀ | ବିପ୍ଳବ ରାୟଚୌଧୁରୀ ପ୍ରଫୁଲ୍ଲ ରାୟ |
କଳାକାର | ଚୌଧୁରୀ ବିକାଶ ଦାସ ସଙ୍ଗୀତା ଦତ୍ତ ବିଦ୍ୟୁତପ୍ରଭା ପଟ୍ଟନାୟକ ନିଖିଳ ବରଣ ସେନଗୁପ୍ତା ଚନ୍ଦ୍ର ସିଂହ ଦୁର୍ଲଭ ସିଂହ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ବିପ୍ଳବ ରାୟ ଚୌଧୁରୀ |
ମୁକ୍ତିଲାଭ ତାରିଖ | ୧୯୯୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚୌଧୁରୀ ବିକାଶ ଦାସ, ସଙ୍ଗୀତା ଦତ୍ତ, ବିଦ୍ୟୁତପ୍ରଭା ପଟ୍ଟନାୟକ, ନିଖିଳ ବରଣ ସେନଗୁପ୍ତା, ଚନ୍ଦ୍ର ସିଂହ, ଦୁର୍ଲଭ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନିର୍ବାଚନ