ଶୂନ୍ୟସ୍ୱରୂପ

୧୯୯୭ର ଓଡ଼ିଆ କଥାଚିତ୍ର

ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶୂନ୍ୟସ୍ୱରୂପ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ।

ଶୂନ୍ୟସ୍ୱରୂପ
ନିର୍ଦ୍ଦେଶକହିମାଂଶୁ ଖଟୁଆ
ପ୍ରଯୋଜକଆଳୟ ମହାନ୍ତି
ସଂଳାପପ୍ରଭାତ ପରିଡ଼ା
କାହାଣୀରତ୍ନାକର ଚଇନି
କଳାକାରଶରତ ପୂଜାରୀ, ଅପରାଜିତା ମହାନ୍ତି, ବିକାଶ ଦାସ
ସଙ୍ଗୀତବି. ଭି. କରନ୍ଥ
ସମ୍ପାଦକଗଦାଧର ପୁଟୀ, ପ୍ରଶାନ୍ତ ନାୟକ
ମୁକ୍ତିଲାଭ ତାରିଖ
୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୧][୨]

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ଶୂନ୍ୟସ୍ୱରୂପ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ଆଧାରସମ୍ପାଦନ କରନ୍ତୁ

  1. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.

ବାହାର ଆଧାରସମ୍ପାଦନ କରନ୍ତୁ