ପାହାଡ଼ର ଲୁହ
ପାହାଡ଼ର ଲୁହ (ଇଂରାଜୀ: Tears of mountain) ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ କୋଶଳୀ ଭାଷାର ଚଳଚ୍ଚିତ୍ର । ସବ୍ୟସାଚୀ ମହାପାତ୍ର ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଥିଲେ ।[୧][୨] ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏହି ଚଳଚ୍ଚିତ୍ରଟି ''ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର'' ପୁରସ୍କାର ଲାଭ କରିଥିଲା ।[୩][୪]
ପାହାଡ଼ର ଲୁହ | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ପ୍ରଯୋଜକ | ସୁଶାନ୍ତ କୁମାର ମହାପାତ୍ର |
ସଂଳାପ | ସବ୍ୟସାଚୀ ମହାପାତ୍ର |
ସଙ୍ଗୀତ | ରମେଶ କୁମାର |
ଚିତ୍ରଗ୍ରହଣ | କୁମାର ଚୋଡ଼ଗଙ୍ଗ |
ମୁକ୍ତିଲାଭ ତାରିଖ | ୨୦୧୫ |
କଥାଚିତ୍ରର ସମୟ | ୭୭ ମିନିଟ |
ଦେଶ | ଭାରତ |
ଭାଷା | କୋଶଳୀ ଭାଷା |
ଅଭିନୟ
ସମ୍ପାଦନା- ଲୋଚନୀ ବାଗ୍
- ଶରତ ପୂଜାରୀ
- ଅଶ୍ରୁମୋଚନ ମହାନ୍ତି
- ଅଶୋକ ମିଶ୍ର
- ସ୍ୱାତୀ ରାୟ
କାହାଣୀ
ସମ୍ପାଦନାଚଳଚ୍ଚିତ୍ରଟି, କୋରାପୁଟ ଜିଲ୍ଲାରେଔଦଗୀକରଣ ଯୋଗୁ ପରଜା ଜନଜାତୀ ଲୋକଙ୍କର ବିସ୍ଥାପନ ଜନୀତ ସମସ୍ୟା ଉପରେ ପର୍ଯ୍ୟବସିତ ଥିଲା । ନିୟମଗିରୀ ପର୍ବତମାଳାରେ ଚାଲିଥିବା ବ୍ୟାପକ ମାଇନିଂ ଓ ସେଠାକାର ଜନଜାତୀମାନଙ୍କର ବିଦ୍ରୋହ ଏହି ଚଳଚ୍ଚିତ୍ରରେ ଦର୍ଶା ଯାଇଥିଲା ।[୫]
ପ୍ରଯୋଜନା
ସମ୍ପାଦନା୧୯୯୦ ମସିହାରୁ ଏହି ଚଳଚ୍ଚିତ୍ରରେ କାମ ଆରମ୍ଭ କରାଯାଇଥିଲା । କିନ୍ତୁ କୌଣସି ଅସୁବିଧା ବଶତଃ କାମ ୨୫ବର୍ଷ ଧରି ବନ୍ଦ ରହିଥିଲା ଓ ୨୦୧୫ ମସିହା ଜୁନ ମସିହାରେ ପୁଣି କାମ ଆରମ୍ଭ ହୋଇଥିଲା । ନିର୍ଦ୍ଦେଶକ ସବ୍ୟସାଚୀ, ସମସ୍ତ ଜୀବିତ କଳାକାର ଓ ଆଗରୁ ସୁଟିଂ ସରିଥିବା ଦୃଶ୍ୟ ଚଳଚ୍ଚିତ୍ରରେ ରଖିଥିଲେ ।[୬] ଚଳଚ୍ଚିତ୍ରଟି ମୁଖ୍ୟତଃ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ସୁଟିଂ କରାଯାଇଥିଲା ।[୭][୮]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Flora. "25-year-old dream come true for 'Pahada Ra Luha' director Sabyasachi Mohapatra | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-03-03.
- ↑ "Odia movie 'Pahada Ra Luha' wins 'Best Odia Film' award at 63rd National Film Awards 2016". Incredible Orissa (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-03.
- ↑ "'Pahada Ra Luha' wins National Award as Best Odia Film". Odisha Tv. 28 March 2016. Retrieved 29 March 2016.
- ↑ "Another feather in Mohapatra's plumed cap". Orissa POST (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-03.
- ↑ Pramathes, Pramit. "'Pahada Ra Luha' Awarded as Best Odia Film | Odisha Samaya" (in ଆମେରିକୀୟ ଇଂରାଜୀ). Retrieved 2019-03-02.
- ↑ "National awards for two filmmakers from Odisha". The Times of India. Retrieved 2019-03-02.
- ↑ "Another feather in Mohapatra's plumed cap". Orissa POST (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-02.
- ↑ "Pahada ra luha shooting resumes". Incredible Orissa (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-02.
- ↑ "National awards for two filmmakers from Odisha - Times of India". The Times of India. Retrieved 2019-03-02.
- ↑ Bureau, Odisha Sun Times. "'Pahada Ra Luha' gets top award in Nasik International Film Festival" (in ଆମେରିକୀୟ ଇଂରାଜୀ). Retrieved 2019-03-02.