ଶେଷ ଶ୍ରାବଣ
୧୯୭୬ଓଡ଼ିଆ କଥାଚିତ୍ର
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଶେଷ ଶ୍ରାବଣ ୧୯୭୬ ମସିହାରେମୁକ୍ତିଲାଭ କରିଥିଲା । ୧୯୭୯ ମସିହାରେ ଏହା ପୁନଶ୍ଚ ହିନ୍ଦୀ ଭାଷାରେ ରାଜଶ୍ରୀ ଚଳଚ୍ଛିତ୍ର ପ୍ରଯୋଜନା ସଂସ୍ଥାଦ୍ୱାରା ନୈୟା ଶୀର୍ଷକରେ ପ୍ରଶାନ୍ତ ନନ୍ଦଙ୍କ ଦେଇ ନିର୍ମିତ ହୋଇଥିଲା । ଏହି କଥାଚିତ୍ର ଜରିଆରେ ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।[୧]
ଶେଷ ଶ୍ରାବଣ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ଶିବବ୍ରତ ଦାସ |
କାହାଣୀ | ବସନ୍ତ ମହାପାତ୍ର |
କଳାକାର | ହେମନ୍ତ ଦାସ, ବନଜା ମହାନ୍ତି, ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ରାଜନ କିନ୍ନାଗୀ |
ସମ୍ପାଦକ | ମୁକ୍ତାର ଅହମ୍ମଦ |
ମୁକ୍ତିଲାଭ ତାରିଖ | ୧୯୭୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆକଥାଚିତ୍ର ‘ଶେଷ ଶ୍ରାବଣ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସଙ୍ଗୀତସମ୍ପାଦନ କରନ୍ତୁ
ଓଡ଼ିଆ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ସଙ୍ଗୀତ | ଗୀତ | କଣ୍ଠ |
---|---|---|
ହାଏରେ ହାଏ ଗରଜେ ମେଘ ଘୁମ ଘୁମ ମୟୁରୀ ନାଚେ | ପ୍ରଫୁଲ୍ଲ କର | ଚିତ୍ତ ଜେନା, ବାଣୀ ଜୟରାମ |
ମାଝି'ରେ | ଶିବବ୍ରତ ଦାସ | ପ୍ରଫୁଲ୍ଲ କର |
ମାଣିକ | ପ୍ରଫୁଲ୍ଲ କର | ଚିତ୍ତ ଜେନା & ମହମ୍ମଦ ହବିବ |
ମେଘ ବରଷିଲା ଟୁପୁରୁ ଟାପୁରୁ | ପ୍ରଫୁଲ୍ଲ କର | ବାଣୀ ଜୟରାମ |
କାଳୀ କପାଳୀ ନରମୁଣ୍ଡମାଳୀ | ପ୍ରଫୁଲ୍ଲ କର | ପ୍ରଫୁଲ୍ଲ କର |
ଆଧାରସମ୍ପାଦନ କରନ୍ତୁ
- ↑ "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
- ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
- ↑ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 24 August 2018. Retrieved 24 August 2018.
- ↑ "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
- ↑ "Film : Shesha Sharabana". OdiaMusic.
- ↑ "Shesha Srabana Songs". Full Orissa Music.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଶେଷ ଶ୍ରାବଣ