ଅଦିନ ମେଘ

୧୯୭୦ର ଓଡ଼ିଆ କଥାଚିତ୍ର

ଅମିତ ମୈତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ଅଦିନ ମେଘ ୧୯୭୦ ମସିହାରେ ମୁକ୍ତିଲାଭ କରିଥିଲା ।

ଅଦିନ ମେଘ
Adina megha.jpeg
ଅଦିନ ମେଘ ପୋଷ୍ଟର
ନିର୍ଦ୍ଦେଶକଅମିତ ମୈତ୍ର
ପ୍ରଯୋଜକବାବୁଲାଲ ଦୋଶୀ[୧]
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀକୁନ୍ତଳା କୁମାରୀ ଆଚାର୍ଯ୍ୟ[୨]
କଳାକାରପ୍ରଶାନ୍ତ ନନ୍ଦ, ଝରଣା ଦାସ, ଦୁଃଖୀରାମ ସ୍ୱାଇଁ
ସଙ୍ଗୀତବାଳକୃଷ୍ଣ ଦାସ
ଚିତ୍ରଗ୍ରହଣଶୈଳଜା ଚାଟାର୍ଜୀ
ମୁକ୍ତିଲାଭ ତାରିଖ
୧୯୭୦
କଥାଚିତ୍ରର ସମୟ
୧୫୪ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ଅଦିନ ମେଘ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୩]

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଗୀତସମ୍ପାଦନ କରନ୍ତୁ

  • ବୋଉଲୋ କି କହିବି, ନୂଆଭାଉଜଙ୍କ କଥା
  • ଏଇ ଭରା ଜହ୍ନରାତି
  • ଏଇ ଆମରି ଗାଁ
  • ଗେଲେ ଗେଲେ ଗେଲେ ଗୋରୀ, ମାରଛୁରୀ
  • ଅଳପ ହସରେ ଅନେକ ଆଶାର
  • ଜୋଛନା ଲୁଚାଅନା ଏ ନୀଳ ଗଗନେ
  • ଜୀବନେ ସପନ ଯେତେ ସବୁ ସତ

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ଶ୍ରେଷ୍ଠ କାହାଣୀ(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)[୯]

ଆଧାରସମ୍ପାଦନ କରନ୍ତୁ

  1. Orissa (India). Department of Tourism & Cultural Affairs (1975). Annual Administration Report of the Tourism & Cultural Affairs Department (Cultural Affairs Wing) for the Year ... Department of Tourism & Cultural Affairs.
  2. Indian Cinema. Directorate of Film Festivals, Ministry of Information and Broadcasting. 1994.
  3. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1994–. ISBN 978-1-135-94325-7.
  4. Ajīta Kaura; Arpana Cour (1976). Directory of Indian Women Today, 1976. India International Publications.
  5. http://www.orissadiary.com/ShowEntertainmentNews.asp?id=56292
  6. "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ". ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 5 September 2018. Retrieved 5 September 2018.{{cite news}}: CS1 maint: unrecognized language (link)
  7. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  8. http://www.orissadiary.com/ShowEntertainmentNews.asp?id=55764
  9. Orissa reference: glimpses of Orissa. TechnoCAD Systems. 2001.

ଅଧିକ ତଥ୍ୟସମ୍ପାଦନ କରନ୍ତୁ