ଶୀତ ରାତି

୧୯୮୧ର ଓଡ଼ିଆ କଥାଚିତ୍ର

ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଶୀତ ରାତି [୧] ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା । ଶୀତ ରାତି ଜାତୀୟ ସ୍ତରରେ ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘’ରୌପ୍ୟ କମଳ’’ ପୁରସ୍କାର ଲାଭ କରିଥିଲା ।[୨]

ଶୀତ ରାତି
ନିର୍ଦ୍ଦେଶକମନମୋହନ ମହାପାତ୍ର
ପ୍ରଯୋଜକବଳରାମ ମିଶ୍ର
କାହାଣୀବିଭୂତି ପଟ୍ଟନାୟକ
କଳାକାରଅରୁଣ ନନ୍ଦ, ମହାଶ୍ୱେତା ରାୟ, ହେମନ୍ତ ଦାସ, ଗ୍ଲୋରିଆ ମହାନ୍ତି
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣରଞ୍ଜିତ ରାୟ
ମୁକ୍ତିଲାଭ ତାରିଖ
୧୯୮୧
କଥାଚିତ୍ରର ସମୟ
୧୦୫ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ଶୀତ ରାତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଦ୍ରଷ୍ଟବ୍ୟ ସମ୍ପାଦନ କରନ୍ତୁ

  1. ଇଣ୍ଟରନେଟ ମୁଭି ଡାଟାବେସରେ ଶୀତ ରାତି
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 27 August 2018.