କ୍ଳାନ୍ତ ଅପରାହ୍ଣ

୧୯୮୫ର ଓଡ଼ିଆ କଥାଚିତ୍ର

ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'କ୍ଳାନ୍ତ ଅପରାହ୍ଣ' ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଯୌତୁକ ସମସ୍ୟା ଏହି ଚଳଚ୍ଚିତ୍ରଟିର ପୃଷ୍ଠଭୂମୀ ଥିଲା ଓ ଏହାର ସୁଟିଙ୍ଗ ଗ୍ରାମୀଣ ପରିବେଶରେ କରାଯାଇଥିଲା ।[୩] ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇଥିଲା ।[୪]

କ୍ଳାନ୍ତ ଅପରାହ୍ଣ
ନିର୍ଦ୍ଦେଶକମନମୋହନ ମହାପାତ୍ର
କାହାଣୀମନମୋହନ ମହାପାତ୍ର[୧]
କଳାକାରକିଶୋରୀ ଦେବୀ, ମଧୁକର ଗୋଷ୍ଠୀ, କନକ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରଥ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣରଞ୍ଜିତ ରାୟ
ସମ୍ପାଦକସତ୍ୟେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘କ୍ଳାନ୍ତ ଅପରାହ୍ଣ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

  • ଭାରତୀୟ ପାନୋରାମାରେ ପ୍ରଦର୍ଶିତ - ୧୯୮୬[୬]
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର[୭]


ଆଧାର ସମ୍ପାଦନ କରନ୍ତୁ

  1. Renu Saran (4 March 2014). History of Indian Cinema. Diamond Pocket Books Pvt Ltd. pp. 6–. ISBN 978-93-5083-651-4.
  2. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
  3. http://www.orissadiary.com/ShowOriyaColumn.asp?id=29224
  4. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 27 August 2018.
  5. Films TV people, watch on bfi.org.uk
  6. http://www.newindianexpress.com/states/odisha/Odia-entries-in-Indian-Panorama/2013/10/19/article1844041.ece?service=print
  7. Manorama Year Book. Manorama Publishing House. 2004.

ବାହାର ଆଧାର ସମ୍ପାଦନ କରନ୍ତୁ