ସାଧନା (୧୯୬୪ର ଚଳଚ୍ଚିତ୍ର)

୧୯୬୪ର କଥାଚିତ୍ର


ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ସାଧନା ୧୯୬୪ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଓଡ଼ିଆ ଭାଷାରେ ୧୯୬୪ର ଶ୍ରେଷ୍ଠ ଆଂଚଳିକ କଥାଚିତ୍ର ଭାବରେ ଭାରତ ରାଷ୍ଟ୍ରପତିଙ୍କ ରୌପ୍ୟ ପଦକ ପ୍ରାପ୍ତ ହୋଇଥିଲା[୨]

ସାଧନା
Sadhana.jpeg
ନିର୍ଦ୍ଦେଶକପ୍ରଭାତ ମୂଖାର୍ଜୀ
ପ୍ରଯୋଜକଡାଇମଣ୍ଡ ଭ୍ୟାଲି ପ୍ରଡକ୍ସନ - ମୁଖ୍ୟ ଉଦ୍ୟୋକ୍ତା ଶରତ ପୂଜାରୀ[୧]
ସଂଳାପଶରତ ପୂଜାରୀ, ଶିଳାଦିତ୍ୟ,ମିନତି ମିଶ୍ର
କଳାକାରଶରତ ପୂଜାରୀ,ମିନତି ମିଶ୍ର, ସାମୁଏଲ ସାହୁ (ବାବି) ଅନନ୍ତ, ଲୀଳା ଦୁଲାଳି, ରାଧାମଣୀ ମହାପାତ୍ର,
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୮.୯.୧୯୬୪, ଲକ୍ଷ୍ମୀ ଟକିଜ୍ ସମ୍ବଲପୁର
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ସାଧନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୧୬୩-୧୬୪.{{cite book}}: CS1 maint: location (link)
  2. "12th National Film Awards". iffi.nic.in. Retrieved 16 September 2018.

ବାହାର ଆଧାରସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ ସାଧନା