ଅରଣ୍ୟ ରୋଦନ
୧୯୯୩ର ଓଡ଼ିଆ କଥାଚିତ୍ର
ଅରଣ୍ୟ ରୋଦନ, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରସନ୍ନ ପୃଷ୍ଟି ।[୩] ସାତକଡ଼ି ହୋତା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ବିଜୟ ମିଶ୍ର କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିପ୍ଳବ ରାୟଚୌଧୁରୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ଏହି ଚଳଚ୍ଚିତ୍ରଟି ଚଳଚ୍ଚିତ୍ର ଉନ୍ନୟନ ନିଗମର ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିଲା ।[୫][୬]
ଅରଣ୍ୟ ରୋଦନ | |
---|---|
ନିର୍ଦ୍ଦେଶକ | ବିପ୍ଳବ ରାୟଚୌଧୁରୀ[୧] |
ପ୍ରଯୋଜକ | ପ୍ରସନ୍ନ ପୃଷ୍ଟି |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ବିପ୍ଳବ ରାୟଚୌଧୁରୀ |
କାହାଣୀ | ସାତକଡ଼ି ହୋତା |
କଳାକାର | ପ୍ରିୟମ୍ବଦା ରାୟ ରାଈଚରଣ ଦାସ ଶରତ ପୂଜାରୀ ମ. ରାମଦାସ ଲଲାଟେନ୍ଦୁ ରଥ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ବିପ୍ଳବ ରାୟ ଚୌଧୁରୀ |
ମୁକ୍ତିଲାଭ ତାରିଖ | ୧୯୯୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରିୟମ୍ବଦା ରାୟ, ରାଈଚରଣ ଦାସ, ଶରତ ପୂଜାରୀ, ମ. ରାମଦାସ, ଲଲାଟେନ୍ଦୁ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଜମିଦାରମାନଙ୍କର ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଏବଂ ସାମୁହିକ ହତ୍ୟାଉପରେ ପର୍ଯ୍ୟବସିତ ଥିଲା ।[୭]
ଅଭିନୟ
ସମ୍ପାଦନା- ପ୍ରିୟମ୍ବଦା ରାୟ
- ରାଈଚରଣ ଦାସ
- ଶରତ ପୂଜାରୀ
- ମ. ରାମଦାସ
- ଲଲାଟେନ୍ଦୁ ରଥ
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର । ଗୀତିକାର ଲକ୍ଷ୍ମଣ ମାରାଣ୍ଡି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଆଧାର
ସମ୍ପାଦନା- ↑ John W. Hood (1 January 2000). The Essential Mystery: The Major Filmmakers of Indian Art Cinema. Orient BlackSwan. ISBN 978-81-250-1870-4.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 822–. ISBN 978-1-136-77291-7.
- ↑ National Film Festival. Directorate of Film Festivals, Ministry of Information and Broadcasting, Government of India. 1994.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 3–. ISBN 978-1-135-94325-7.
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ Yves Thoraval (1 February 2000). The cinemas of India. Macmillan India. ISBN 978-0-333-93410-4.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅରଣ୍ୟ ରୋଦନ