ଆଦିମ ବିଚାର
ଓଡ଼ିଆ କଥାଚିତ୍ର
ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ମହାପାତ୍ର ମୁଭି ମାଜିକ୍ ପ୍ରତିଷ୍ଠାନର ଓଡ଼ିଆକଥାଚିତ୍ର ଆଦିମ ବିଚାର ୨୦୧୪ ମସିହାରେ ମୁକ୍ତିଲାଭ କରିଥିଲା ।[୧]
ଆଦିମ ବିଚାର | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ପ୍ରଯୋଜକ | ସୁଶାନ୍ତ ମହାପାତ୍ର |
ଚିତ୍ରନାଟ୍ୟ | ରାଜେନ୍ଦ୍ର କୁମାର ମହାପାତ୍ର |
କାହାଣୀ | କପିଳେଶ୍ୱର ମହାପାତ୍ର |
କଳାକାର | ଅଟଳ ବିହାରୀ ପଣ୍ଡା, ତପସ୍ୱିନୀ ଗୁରୁ |
ସଙ୍ଗୀତ | ଗୁରୁଶ୍ରୀ ଘାସିରାମ ମିଶ୍ର,ପଙ୍କଜ ଜାଲ |
ଚିତ୍ରଗ୍ରହଣ | କୁମାର ସି. ଦେବ ମହାପାତ୍ର |
ମୁକ୍ତିଲାଭ ତାରିଖ | ୩୦ ଅଗଷ୍ଟ ୨୦୧୪ |
କଥାଚିତ୍ରର ସମୟ | ୧୧୫ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଆଧାର
ସମ୍ପାଦନା- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.