ଅରୁନ୍ଧତୀ
୧୯୬୭ର ଓଡ଼ିଆ କଥାଚିତ୍ର
ପ୍ରଫୁଲ୍ଲ ସେନଗୁପ୍ତାଙ୍କ ନିର୍ଦ୍ଦେଶିତ[୨] ଓଡ଼ିଆ କଥାଚିତ୍ର ଅରୁନ୍ଧତୀ ୧୯୬୭ରେ ମୁକ୍ତିଲାଭ କରିଥିଲା । [୩]
ଅରୁନ୍ଧତୀ | |
---|---|
ନିର୍ଦ୍ଦେଶକ | ପ୍ରଫୁଲ୍ଲ ସେନଗୁପ୍ତା |
ପ୍ରଯୋଜକ | ଧୀରେନ ପଟ୍ଟନାୟକ |
ସଂଳାପ | ଗୁରୁକୃଷ୍ଣ ଗୋସ୍ୱାମୀ, ପ୍ରଫୁଲ୍ଲ ସେନଗୁପ୍ତା |
କଳାକାର | ବ୍ରଜ, ମିନତି ମିଶ୍ର, ଶରତ ପୂଜାରୀ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର[୧] |
ଚିତ୍ରଗ୍ରହଣ | ବିଶୁ ଚକ୍ରବର୍ତ୍ତ |
ସମ୍ପାଦକ | ସୁକୁମାର ସେନଗୁପ୍ତା |
ମୁକ୍ତିଲାଭ ତାରିଖ | ୧୯୬୭ |
କଥାଚିତ୍ରର ସମୟ | ୧୪୫ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସଙ୍ଗୀତ ଶାନ୍ତନୁ ମହାପାତ୍ର - ଗୀତ ଗୁଡ଼ିକର ସାରଣୀ
ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|
୧) ଅଭିମାନିନୀ ତୁମ ପାଦ | ନରସିଂହ ମହାପାତ୍ର | ରଘୁନାଥ ପାଣିଗ୍ରାହୀ |
୨) ଶ୍ଯାମ ଗଲେ ମଧୁପୁରେ | ଗୁରୁକୃଷ୍ଣ ଗୋସ୍ୱାମୀ | ଅତୀଶ, ଆରତି, ଚିତ୍ତ ଜେନା, ଓ ସାଥୀ |
୩) ଏଇ ଛୋଟ କଥାଟିଏ | ଗୁରୁକୃଷ୍ଣ ଗୋସ୍ୱାମୀ | ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର |
୪) ମୟୂରୀ ଗୋ ତୁମ | ଜୀବନାନନ୍ଦ ପାଣି | ମହମ୍ମଦ ରଫି |
୫) ତୁମକୁ ପାରୁନି ତ ଭୁଲି | ଗୁରୁକୃଷ୍ଣ ଗୋସ୍ୱାମୀ | ମହମ୍ମଦ ରଫି |
୬) ଆଜି ମୁଁ ଶ୍ରାବଣୀ ଲୁହର | ଜୀବନାନନ୍ଦ ପାଣି | ଲତା ମଙ୍ଗେସକର |
୭) ଦେଖିବ ପରା ଆସରେ | ||
୮) ନମାମି ବିଘ୍ନରାଜ | ||
୯) ୟା କୁନ୍ଦେନ୍ଦୁ ତୁଷାର ହାର |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଅରୁନ୍ଧତୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ପୁରସ୍କାର
ସମ୍ପାଦନା- ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା(୧୯୬୭) -ରାଷ୍ଟ୍ରପତିଙ୍କ ରୋପ୍ୟ ପଦକ [୫]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2014-07-14. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ http://timesofindia.indiatimes.com/others/news-interviews/Ollywood-dials-fire-brigade-for-rains/articleshow/14370862.cms
- ↑ "cinema.theiapolis.com". Archived from the original on 2012-07-26. Retrieved 2012-01-10.
- ↑ http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms
- ↑ National Awards for films, 1967
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅରୁନ୍ଧତୀ