ଆଦି ମିମାଂସା

୧୯୯୧ର ଓଡ଼ିଆ କଥାଚିତ୍ର

ଅପୂର୍ବ କିଶୋର ବୀରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର 'ଆଦି ମିମାଂସା' ୧୯୯୨ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟିର ଶ୍ରେଷ୍ଠ ଜାତୀୟ ସଂହତି ପୁରସ୍କାର ପାଇଥିଲା ।[୩]

ଆଦି ମିମାଂସା
ନିର୍ଦ୍ଦେଶକଅପୂର୍ବ କିଶୋର ବୀର
ଚିତ୍ରନାଟ୍ୟଅପୂର୍ବ କିଶୋର ବୀର[୧]
କାହାଣୀଅପୂର୍ବ କିଶୋର ବୀର
କଳାକାରମୋହନ ଗୋଖଲେ, ନିନା ଗୁପ୍ତା, ଅଶୋକ କୁମାର, ଗ୍ଳୋରିଆ ମହାନ୍ତି
ସଙ୍ଗୀତଭାବଦୀପ ଜୟପୁରବାଲା
ଚିତ୍ରଗ୍ରହଣଅପୂର୍ବ କିଶୋର ବୀର
ସମ୍ପାଦକଦିଲ୍ଲିପ ପଣ୍ଡା
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ଆଦି ମିମାଂସା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ଆଧାର ସମ୍ପାଦନା

  1. Indian Cinema. Directorate of Film Festivals, Ministry of Information and Broadcasting. 1998.
  2. Keval J. Kumar (2000). Mass Communication in India (4th Edition). Jaico Publishing House. pp. 190–. ISBN 978-81-7224-373-9.
  3. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 27 August 2018.

ବାହାର ଆଧାର ସମ୍ପାଦନା