ମଝି ପାହାଚ

୧୯୮୭ର ଓଡ଼ିଆ କଥାଚିତ୍ର

ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ମଝି ପାହାଚ' [୧] ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇଥିଲା ।

ମଝି ପାହାଚ
ନିର୍ଦ୍ଦେଶକମନମୋହନ ମହାପାତ୍ର
ପ୍ରଯୋଜକଦିପ୍ତୀ ମହାନ୍ତି
ସଂଳାପମନମୋହନ ମହାପାତ୍ର
କଳାକାରମିହିର ଦାସ, ରାଇଚରଣ ଦାସ, ଜୟା, ପୁଷ୍ପା ପଣ୍ଡା
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣଦିଲ୍ଲିପ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୭
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ମଝି ପାହାଚ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ଆଧାରସମ୍ପାଦନ କରନ୍ତୁ

  1. ଇଣ୍ଟରନେଟ ମୁଭି ଡାଟାବେସରେ ମଝି ପାହାଚ