ଅ ଆକାରେ ଆ

୨୦୦୩ର ଓଡ଼ିଆ କଥାଚିତ୍ର

ସୁବାସ ଦାସଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଅ ଆକାରେ ଆ' ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଚଳନ୍ତି ଶିକ୍ଷା ବ୍ୟବସ୍ଥା ଉପରେ ଏହି ଚଳଚ୍ଚିତ୍ରଟିରେ କଟାକ୍ଷ କରାଯାଇଛି ।[୩] ନାୟିକା ମିନି, ନିଜେ ଜଣେ ଶିକ୍ଷୟତ୍ରୀ ହୋଇ ଧରାବନ୍ଧା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି ।[୪] ଏହି ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ଓ ପୁରସ୍କୃତ ହୋଇଛି ।[୫]

ଅ ଆକାରେ ଆ
ନିର୍ଦ୍ଦେଶକସୁବାସ ଦାସ
ପ୍ରଯୋଜକସୁବାସ ଦାସ
ସଂଳାପସୁବାସ ଦାସ
କଳାକାରଦେବୁ ବୋଷ, ଦେବୀ ଦାସ, ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତବିଦ୍ୟାଧର ସାହୁ
ଚିତ୍ରଗ୍ରହଣଯୁଗଳ ଦେବତା
ସମ୍ପାଦକଗଦାଧର ପୁଟୀ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ଅ ଆକାରେ ଆ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୪[୭]
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୩(ଶ୍ରେଷ୍ଠ ଚଳଚ୍ଚିତ୍ର, ନିର୍ଦ୍ଦେଶନା, ଶିଶୁ କଳାକାର, ସମ୍ପାଦନା)[୮]
  • ଜାମସେଦପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର

ଆଧାରସମ୍ପାଦନ କରନ୍ତୁ

  1. http://www.odisha360.com/2011/11/16/suravi-2011-concludes/
  2. Cinema in India. Mangala Chandran. 2003.
  3. http://www.telegraphindia.com/1121104/jsp/odisha/story_16157378.jsp#.VkmZm14wDSg
  4. http://www.orissadiary.com/ShowOriyaColumn.asp?id=35939
  5. http://www.giff.co.in/movies/aw_aakare_aa%20.html
  6. http://www.thehindu.com/thehindu/fr/2005/05/06/stories/2005050601990200.htm
  7. http://iffi.nic.in/Dff2011/Frm51NFAAward.aspx?PdfName=51NFA.pdf
  8. http://www.orissacinema.com/history/orissa-state-film-award.html

ବାହାର ଆଧାରସମ୍ପାଦନ କରନ୍ତୁ