ଶ୍ରୀ ଲୋକନାଥ
୧୯୬୦ର ଓଡ଼ିଆ କଥାଚିତ୍ର
ଶ୍ରୀ ଲୋକନାଥ, ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରରେ ସାପଙ୍କ ମହିମା ବିଷୟରେ କିଛି ଦୃଶ୍ୟ ରହିଛି ।[୧]
ଶ୍ରୀ ଲୋକନାଥ | |
---|---|
ନିର୍ଦ୍ଦେଶକ | ପ୍ରଫୁଲ୍ଲ ସେନଗୁପ୍ତା |
ଚିତ୍ରନାଟ୍ୟ | ପ୍ରେମେନ୍ଦ୍ର ମିତ୍ର |
କାହାଣୀ | ଅଶ୍ୱିନୀ କୁମାର ଘୋଷ |
କଳାକାର | ସାମୁଏଲ ସାହୁ (ବାବି), ଅକ୍ଷୟ ମହାନ୍ତି କାଶ୍ୟପ, ମଣିମାଳା |
ସଙ୍ଗୀତ | ବାଳକୃଷ୍ଣ ଦାସ |
ଚିତ୍ରଗ୍ରହଣ | ରାମାନନ୍ଦ ସେନଗୁପ୍ତା |
ସମ୍ପାଦକ | ସୁକୁମାର ସେନଗୁପ୍ତା |
ମୁକ୍ତିଲାଭ ତାରିଖ | ୧୯୬୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଶ୍ରୀ ଲୋକନାଥ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତସମ୍ପାଦନ କରନ୍ତୁ
ଏହି ଚଳଚ୍ଚିତ୍ରରେ ଦେଇଥିଲେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ।
ଗୀତ ଗୁଡିକର ସାରଣୀ
ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|
ଆଜି ଆକାଶେ କି ରଙ୍ଗ ଲାଗିଲା | କାର୍ତ୍ତିକ କୁମାର ଘୋଷ | ନିର୍ମଳା ମିଶ୍ର |
ଫୁଲ ରସିଆରେ ମନ ମୋ ଛୁଇଁ ଛୁଇଁ ଯା ଯା | ନରସିଂହ ମହାପାତ୍ର | ସନ୍ଧ୍ୟା ମୁଖାର୍ଜୀ |
ତୁ କି ପରଦେଶୀ ନିଜ ଦେଶେ | ନରସିଂହ ମହାପାତ୍ର | ପ୍ରଣବ ପଟ୍ଟନାୟକ |
ଆଧାରସମ୍ପାଦନ କରନ୍ତୁ
http://odishanewsnitidin.com/index.php?ID=20&PubId=3&schedule=2017-07-23&PageNum=5 - ନୀତିଦିନ - ନଜର୍ - ସାପ୍ତାହିକ ପତ୍ରିକା
- ↑ "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 27 August 2018. Retrieved 27 August 2018.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଶ୍ରୀ ଲୋକନାଥ ଇଣ୍ଟରନେଟ ମୁଭି ଡାଟାବେସରେ