ଶେଷ ଦୃଷ୍ଟି
୧୯୯୭ର ଓଡ଼ିଆ କଥାଚିତ୍ର
ଶେଷ ଦୃଷ୍ଟି, ୧୯୯୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୈଳାଶ କୋପିକର । ରାମଚନ୍ଦ୍ର ବେହେରା ଏହି କଥାଚିତ୍ରଟିର କାହାଣୀ ରଚାନ କରିଥିଲେ । ଅପୂର୍ବ କିଶୋର ବୀର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧][୨]
ଶେଷ ଦୃଷ୍ଟି | |
---|---|
ନିର୍ଦ୍ଦେଶକ | ଅପୂର୍ବ କିଶୋର ବୀର |
ପ୍ରଯୋଜକ | କୈଳଶ କୋପିକର |
କାହାଣୀ | ରାମଚନ୍ଦ୍ର ବେହେରା |
କଳାକାର | ସାଧୁ ମେହେର ନରେନ୍ଦ୍ର ମହାନ୍ତି ନୀଲମ ମୁଖାର୍ଜୀ ଶରତ ପୂଜାରୀ |
ସଙ୍ଗୀତ | ଭାବଦୀପ ଜୟପୁରବାଲେ |
ସମ୍ପାଦକ | ଅସୀମ ସିହ୍ନା |
ମୁକ୍ତିଲାଭ ତାରିଖ | ୧୯୯୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସାଧୁ ମେହେର, ନରେନ୍ଦ୍ର ମହାନ୍ତି, ନୀଲମ ମୁଖାର୍ଜୀ, ଶରତ ପୂଜାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସୀମ ସିହ୍ନା ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶେଷ ଦୃଷ୍ଟି