ଶେଷ ଦୃଷ୍ଟି

୧୯୯୭ର ଓଡ଼ିଆ କଥାଚିତ୍ର

ଶେଷ ଦୃଷ୍ଟି, ୧୯୯୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୈଳାଶ କୋପିକର । ରାମଚନ୍ଦ୍ର ବେହେରା ଏହି କଥାଚିତ୍ରଟିର କାହାଣୀ ରଚାନ କରିଥିଲେ । ଅପୂର୍ବ କିଶୋର ବୀର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ଶେଷ ଦୃଷ୍ଟି
ନିର୍ଦ୍ଦେଶକଅପୂର୍ବ କିଶୋର ବୀର
ପ୍ରଯୋଜକକୈଳଶ କୋପିକର
କାହାଣୀରାମଚନ୍ଦ୍ର ବେହେରା
କଳାକାରସାଧୁ ମେହେର
ନରେନ୍ଦ୍ର ମହାନ୍ତି
ନୀଲମ ମୁଖାର୍ଜୀ
ଶରତ ପୂଜାରୀ
ସଙ୍ଗୀତଭାବଦୀପ ଜୟପୁରବାଲେ
ସମ୍ପାଦକଅସୀମ ସିହ୍ନା
ମୁକ୍ତିଲାଭ ତାରିଖ
୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

ସାଧୁ ମେହେର, ନରେନ୍ଦ୍ର ମହାନ୍ତି, ନୀଲମ ମୁଖାର୍ଜୀ, ଶରତ ପୂଜାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସୀମ ସିହ୍ନା ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.

ବାହାର ଆଧାରସମ୍ପାଦନ କରନ୍ତୁ