ନୂଆ ବୋଉ
୧୯୬୨ର ଓଡ଼ିଆ କଥାଚିତ୍ର
ନୂଆ ବୋଉ, ୯ ମାର୍ଚ୍ଚ ୧୯୬୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧]ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ନୂଆ ବୋଉରେ ୭୦ ଦଶକର ପାରମ୍ପରିକ ଗ୍ରାମର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କାହାଣୀରେ ପ୍ରଦର୍ଶିତ ହୋଇଛି ।[୨]
ନୂଆ ବୋଉ | |
---|---|
ନିର୍ଦ୍ଦେଶକ | ପ୍ରଭାତ ମୂଖାର୍ଜୀ |
ପ୍ରଯୋଜକ | ଧୀର ବିଶ୍ୱାଳ, ରାମକୃଷ୍ଣ ତ୍ରିପାଠୀ |
କଳାକାର | ଧୀର ବିଶ୍ୱାଳ, ଲୀଳା ଦୁଲାଳୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ |
ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୯ ମାର୍ଚ୍ଚ ୧୯୬୨ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ ଚଳଚ୍ଚିତ୍ର ‘ନୂଆ ବୋଉ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: ବାଳକୃଷ୍ଣ ଦାସ
- ଗୀତିକାର: ନରସିଂହ ମହାପାତ୍ର
- ପ୍ରଚ୍ଛଦପଟ ଗାୟକ: ସ୍ୱର୍ଣ୍ଣପ୍ରଭା ଷଢ଼ଙ୍ଗୀ
ଗୀତସମ୍ପାଦନ କରନ୍ତୁ
- ଯାରେ ମନ ଦୋଳି ଉଡ଼ି ଯା..
ଆଧାରସମ୍ପାଦନ କରନ୍ତୁ
- ↑ "Odia movie of yesteryears 'Nua Bou' screened". www.dailypioneer.com. Retrieved 7 February 2021.
- ↑ ଖବର, ରବିବାର ୪ଡିସେମ୍ବର ୨୦୧୧, ପୃଷ୍ଠା-୧୬
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ନୂଆ ବୋଉ