ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)

୧୯୬୮ର ଓଡ଼ିଆ କଥାଚିତ୍ର

ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସ୍ତ୍ରୀ ୧୯୬୮ ମସିହାରେ ମୁକ୍ତିଲାଭ କରିଥିଲା ।

ସ୍ତ୍ରୀ
Stree 01.jpeg
ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର) କଥାଚିତ୍ରର ଆଲବମ ଚିତ୍ର
ନିର୍ଦ୍ଦେଶକସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ)
ପ୍ରଯୋଜକପାର୍ବତୀ ଘୋଷ
କଳାକାରଚନ୍ଦନା, ଗୌର ଘୋଷ, ସାଧନା
ସଙ୍ଗୀତଭୁବନେଶ୍ୱର ମିଶ୍ର
ମୁକ୍ତିଲାଭ ତାରିଖ
୧୯୬୮
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୭ଲକ୍ଷ ୨୦ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଂଗୀତସମ୍ପାଦନ କରନ୍ତୁ

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର

ଗୀତ ଗୀତିକାର ଗାୟକ/ ଗାୟିକା
"ସଞ୍ଜ ସକାଳେ ତୁମ ଛବି ଖୋଜେ" ନାରାୟଣ ପ୍ରସାଦ ସିଂହ ନିର୍ମଳା ମିଶ୍ର
"ଝୁମି ଝୁମି ଆସେ ଆଖି" ନାରାୟଣ ପ୍ରସାଦ ସିଂହ ସୁଜାତା ମୁଖାର୍ଜୀ, ଅକ୍ଷୟ ମହାନ୍ତି
"ମୋ ଆଖିର କେତେ କଥା ମୋ ମନର ନିରବତା" ସାରଦା ପ୍ରସନ୍ନ ନାୟକ ସନ୍ଧ୍ୟା ମୁଖାର୍ଜୀ[୧]
"ତୁମ ବିନା ଏଇ ରାତି ଭଲ ଲାଗେନା" ନାରାୟଣ ପ୍ରସାଦ ସିଂହ ନିର୍ମଳା ମିଶ୍ର, ପ୍ରଣବ ପଟ୍ଟନାୟକ
"ତୁମେ ଯଦି ସାଥୀ ମୋର ନିଅ ମୋତେ ଭୁଲାଇ" ନାରାୟଣ ପ୍ରସାଦ ସିଂହ ନିର୍ମଳା ମିଶ୍ର
"କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ" ସ୍ୱରୂପ ନାୟକ ଅକ୍ଷୟ ମହାନ୍ତି

ଆଧାରସମ୍ପାଦନ କରନ୍ତୁ

  1. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)

ଅଧିକ ତଥ୍ୟସମ୍ପାଦନ କରନ୍ତୁ