ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)
୧୯୬୮ର ଓଡ଼ିଆ କଥାଚିତ୍ର
ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସ୍ତ୍ରୀ ୧୯୬୮ ମସିହାରେ ମୁକ୍ତିଲାଭ କରିଥିଲା ।
ସ୍ତ୍ରୀ | |
---|---|
ନିର୍ଦ୍ଦେଶକ | ସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ) |
ପ୍ରଯୋଜକ | ପାର୍ବତୀ ଘୋଷ |
କଳାକାର | ଚନ୍ଦନା, ଗୌର ଘୋଷ, ସାଧନା |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୬୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭ଲକ୍ଷ ୨୦ହଜାର |
ଅଭିନୟରେ
ସମ୍ପାଦନାଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଂଗୀତ
ସମ୍ପାଦନାଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ।
ଗୀତ | ଗୀତିକାର | ଗାୟକ/ ଗାୟିକା |
---|---|---|
"ସଞ୍ଜ ସକାଳେ ତୁମ ଛବି ଖୋଜେ" | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର |
"ଝୁମି ଝୁମି ଆସେ ଆଖି" | ନାରାୟଣ ପ୍ରସାଦ ସିଂହ | ସୁଜାତା ମୁଖାର୍ଜୀ, ଅକ୍ଷୟ ମହାନ୍ତି |
"ମୋ ଆଖିର କେତେ କଥା ମୋ ମନର ନିରବତା" | ସାରଦା ପ୍ରସନ୍ନ ନାୟକ | ସନ୍ଧ୍ୟା ମୁଖାର୍ଜୀ[୧] |
"ତୁମ ବିନା ଏଇ ରାତି ଭଲ ଲାଗେନା" | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର, ପ୍ରଣବ ପଟ୍ଟନାୟକ |
"ତୁମେ ଯଦି ସାଥୀ ମୋର ନିଅ ମୋତେ ଭୁଲାଇ" | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର |
"କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ" | ସ୍ୱରୂପ ନାୟକ | ଅକ୍ଷୟ ମହାନ୍ତି |
ଆଧାର
ସମ୍ପାଦନା- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}
: Check date values in:|date=
and|archivedate=
(help)
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ତ୍ରୀ