ଅନ୍ଧ ଦିଗନ୍ତ
୧୯୯୦ର ଓଡ଼ିଆ କଥାଚିତ୍ର
ଅନ୍ଧ ଦିଗନ୍ତ ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । [୨][୩] ଏହି କଥାଚିତ୍ରଟି ସମାନ ନାମରେ ଲିଖିତ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସର ନାଟ୍ୟ ରୂପାନ୍ତର । ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।[୪]
ଅନ୍ଧ ଦିଗନ୍ତ | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର |
ଚିତ୍ରନାଟ୍ୟ | ପ୍ରକାଶ ପାତ୍ର[୧] |
କାହାଣୀ | ସୁରେନ୍ଦ୍ର ମହାନ୍ତି |
କଳାକାର | ଶରତ ପୂଜାରୀ, ମଣିମାଳା, ପୁଷ୍ପା ପଣ୍ଡା |
ସଙ୍ଗୀତ | ଅଜୟ ଘୋଷ |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୯୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଅନ୍ଧ ଦିଗନ୍ତ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଶ୍ରେଷ୍ଠ ଚଳଚ୍ଚିତ୍ର (ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ୧୯୮୯[୯]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 69–. ISBN 978-1-136-77284-9.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 27 August 2018.
- ↑ http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms
- ↑ http://www.telegraphindia.com/1110903/jsp/orissa/story_14458994.jsp
- ↑ National Film Festival. Directorate of Film Festivals, Ministry of Information and Broadcasting, Government of India. 1990.
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ http://www.orissadiary.com/CurrentNews.asp?id=30737[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନ୍ଧ ଦିଗନ୍ତ