ଅନ୍ଧ ଦିଗନ୍ତ

୧୯୯୦ର ଓଡ଼ିଆ କଥାଚିତ୍ର

ଅନ୍ଧ ଦିଗନ୍ତ ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । [୨][୩] ଏହି କଥାଚିତ୍ରଟି ସମାନ ନାମରେ ଲିଖିତ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସର ନାଟ୍ୟ ରୂପାନ୍ତର । ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।[୪]

ଅନ୍ଧ ଦିଗନ୍ତ
ନିର୍ଦ୍ଦେଶକମନମୋହନ ମହାପାତ୍ର
ଚିତ୍ରନାଟ୍ୟପ୍ରକାଶ ପାତ୍ର[୧]
କାହାଣୀସୁରେନ୍ଦ୍ର ମହାନ୍ତି
କଳାକାରଶରତ ପୂଜାରୀ, ମଣିମାଳା, ପୁଷ୍ପା ପଣ୍ଡା
ସଙ୍ଗୀତଅଜୟ ଘୋଷ
ଚିତ୍ରଗ୍ରହଣଯୁଗଳ ଦେବତା
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୦
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ଅନ୍ଧ ଦିଗନ୍ତ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

  • ଶ୍ରେଷ୍ଠ ଚଳଚ୍ଚିତ୍ର (ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ୧୯୮୯[୯]

ଆଧାର ସମ୍ପାଦନ କରନ୍ତୁ

  1. http://www.orissadiary.com/ShowOriyaColumn.asp?id=29224
  2. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
  3. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 69–. ISBN 978-1-136-77284-9.
  4. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 27 August 2018.
  5. http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms
  6. http://www.telegraphindia.com/1110903/jsp/orissa/story_14458994.jsp
  7. National Film Festival. Directorate of Film Festivals, Ministry of Information and Broadcasting, Government of India. 1990.
  8. http://www.orissadiary.com/ShowOriyaColumn.asp?id=29224
  9. http://www.orissadiary.com/CurrentNews.asp?id=30737

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ