ନନ୍ଦନ

୧୯୯୮ର ଓଡ଼ିଆ କଥାଚିତ୍ର

ନନ୍ଦନ ୧୯୯୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ।[୨] ଅପୂର୍ବ କିଶୋର ବୀର ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲି ଓ ନିର୍ଦ୍ଦେଶନା କରିଥିଲେ ।[୩] ୧୯୯୯ ମସିହାରେ ଏହି ଚଳଚ୍ଚିତ୍ରଟି, ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୪] ସୌଭାଗ୍ୟ ଚନ୍ଦନ ଶତପଥୀ ମୁଖ୍ୟ ଚଳଚ୍ଚିତ୍ର ଚନ୍ଦନ ଭୂମିକାର ଅଭିନୟ କରିଥିଲେ ।[୫]

ନନ୍ଦନ
ନିର୍ଦ୍ଦେଶକଅପୂର୍ବ କିଶୋର ବୀର[୧]
ପ୍ରଯୋଜକଶିଶୁ ଚଳଚ୍ଚିତ୍ର ସମିତି
ସଂଳାପଅପୂର୍ବ କିଶୋର ବୀର
କଳାକାରସୌଭାଗ୍ୟ ଚନ୍ଦନ ଶତପଥୀ
ମୁକ୍ତିଲାଭ ତାରିଖ
୧୯୯
ଦେଶଭାରତ
ଭାଷାଓଡ଼ିଆ ଭାଷା

କାହାଣୀ ସମ୍ପାଦନା

ଚଳଚ୍ଚିତ୍ରର ମୁଖ୍ୟ ନାୟକ ନନ୍ଦନ ନାମକ ଏକ ୧୨ବର୍ଷର ବାଳକ ।[୬] ନନ୍ଦନର ଏକ ଖେଳନା କାର ପାଇବାର ଇଚ୍ଚା ଓ ସେଥିପାଇଁ ସେ କରିଥିବା କାମର ପରିଣାମ ଏହି ଚଳଚ୍ଚିତ୍ରରେ ଦର୍ଶା ଯାଇଛି ।[୭]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ୧୯୯୯(ଜାତୀୟ ଚଳଚ୍ଚିତ୍ର ପୁରସ୍କାର)

ଆଧାର ସମ୍ପାଦନା

  1. PUBLICATIONS DIVISION. MASS MEDIA 2001. Publications Division Ministry of Information & Broadcasting. pp. 173–. ISBN 978-81-230-3014-2.
  2. "Nandan". /timesofindia.indiatimes.com. The Times of India. Retrieved 19 August 2019.
  3. My Name is Today: Children in News. Butterflies. 1999.
  4. Manorama Year Book. Manorama Publishing House. 2000.
  5. "Children's films may finally be coming of age in India". www.indiatoday.in. india today. Retrieved 19 August 2019.
  6. India Today International. Living Media India Limited. 1999.
  7. BIBEKANANDA RAY. Conscience of The Race. Publications Division Ministry of Information & Broadcasting. pp. 248–. ISBN 978-81-230-2661-9.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ନନ୍ଦନ