କଥାନ୍ତର

୨୦୦୭ର ଓଡ଼ିଆ କଥାଚିତ୍ର

କଥାନ୍ତର, ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଇତି ସାମନ୍ତ । ହିମାଂଶୁ ଖଟୁଆ ଏହି କଥାଚିତ୍ରଟି କାହାଣୀ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩] ମହାବାତ୍ୟାର ପୃଷ୍ଟଭୂମିକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରା ଯାଇଥିଲା ।[୪]

କଥାନ୍ତର
ନିର୍ଦ୍ଦେଶକହିମାଂଶୁ ଖଟୁଆ
ପ୍ରଯୋଜକଇତି ସାମନ୍ତ
କାହାଣୀହିମାଂଶୁ ଖଟୁଆ
କଳାକାରଅନୁ ଚୌଧୁରୀ
ବେଦପ୍ରସାଦ ଦାସ
ଭାସ୍ୱତୀ ବସୁ
ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣସମୀର ମହାଜନ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ ସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ ।

ଆଧାର ସମ୍ପାଦନ କରନ୍ତୁ

  1. "Big screen Big dreams - Times of India". The Times of India. 13 December 2012. Retrieved 27 August 2018.
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  3. http://www.telegraphindia.com/1140831/jsp/frontpage/story_18753722.jsp#.VqDIek8wDSg
  4. "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary.
  5. http://www.newindianexpress.com/education/edex/article1493763.ece
  6. Hyderabad International Film Festival, 23-29 March 2007. Hyderabad International Film Festival. 2007.

ବାହାର ଆଧାର ସମ୍ପାଦନ କରନ୍ତୁ