କଥାନ୍ତର
୨୦୦୭ର ଓଡ଼ିଆ କଥାଚିତ୍ର
କଥାନ୍ତର, ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଇତି ସାମନ୍ତ । ହିମାଂଶୁ ଖଟୁଆ ଏହି କଥାଚିତ୍ରଟି କାହାଣୀ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩] ମହାବାତ୍ୟାର ପୃଷ୍ଟଭୂମିକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରା ଯାଇଥିଲା ।[୪]
କଥାନ୍ତର | |
---|---|
ନିର୍ଦ୍ଦେଶକ | ହିମାଂଶୁ ଖଟୁଆ |
ପ୍ରଯୋଜକ | ଇତି ସାମନ୍ତ |
କାହାଣୀ | ହିମାଂଶୁ ଖଟୁଆ |
କଳାକାର | ଅନୁ ଚୌଧୁରୀ ବେଦପ୍ରସାଦ ଦାସ ଭାସ୍ୱତୀ ବସୁ ଚୌଧୁରୀ ଜୟପ୍ରକାଶ ଦାସ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ସମୀର ମହାଜନ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନାସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ ।
ଆଧାର
ସମ୍ପାଦନା- ↑ "Big screen Big dreams - Times of India". The Times of India. 13 December 2012. Retrieved 27 August 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ http://www.telegraphindia.com/1140831/jsp/frontpage/story_18753722.jsp#.VqDIek8wDSg
- ↑ "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary. Archived from the original on 2016-03-05. Retrieved 2016-01-21.
- ↑ http://www.newindianexpress.com/education/edex/article1493763.ece[permanent dead link]
- ↑ Hyderabad International Film Festival, 23-29 March 2007. Hyderabad International Film Festival. 2007.
ବାହାର ଆଧାର
ସମ୍ପାଦନା- କାଦମ୍ବିନୀ ମିଡ଼ିଆର ପ୍ରଥମ କଥାଚିତ୍ର 'କଥାନ୍ତର'
- ଇଣ୍ଟରନେଟ ମୁଭି ଡାଟାବେସରେ କଥାନ୍ତର