ଉଇକିପିଡ଼ିଆ:Wiki workshop/Bengaluru
ଉଇକିପିଡ଼ିଆ:Meetup/Bengaluru/Invite
ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ ବେଙ୍ଗାଳୁରୁ ଓ ବେଙ୍ଗାଳୁରୁ ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।
ଜନସଚେତନତା
ସମ୍ପାଦନାଅଧିକରୁ ଅଧିକ ଲୋକଙ୍କୁ ଭେଟି ସେହି ଆଗ୍ରହୀ ଲୋକଙ୍କ ପାଖରେ ଏଇ କଥାଟିକୁ ସଭିଙ୍କ ପାଖରେ ପହଞ୍ଚାନ୍ତୁ, ଯେଉଁ ଉଇକିଆଳିମାନେ ବେଙ୍ଗାଳୁରୁରେ ହେଉଥିବା କରମଶାଳା, ଓଡ଼ିଶାରେ ଥିବା ଉଇକିଆଳି, WikiProject India, ଓଡିଶା ଉଇକି ପ୍ରକଳ୍ପରେ, ଭାଗ ନେବାକୁ ଚାହାନ୍ତି ସେମାନେ ବେଙ୍ଗାଳୁରୁର ଆଲୋଚନାରେ ନାଆଁ ଲେଖାଇ ପାରିବେ ।
ମେଲ ତାଲିକା
ସମ୍ପାଦନାଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or
ଆଗକୁ ହେବାକୁ ଥିବା ମେଳଣ
ସମ୍ପାଦନା- ୧, କଟକ କର୍ମଶାଳା, ୧୭ ଏପ୍ରିଲ ୨୦୧୧
କେମିତି କରିବେ ଓଡ଼ିଆ ଉଇକିପିଡ଼ିଆ ମେଳଣ
ସମ୍ପାଦନାଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଯାଗାରେ ବି ଏହା କରିପାରିବେ ।
ଏଠାରେ ଓଡ଼ିଆ ଉଇକି କର୍ମଶାଳାରେ ଉଇକି ବିଷୟରେ ବୁଝାଇବା ପାଇଁ ଟିଏ ରଖାଯାଇଛି ଯାହା ଆପଣ ଡାଉନ୍ଲୋଡ କରି ବ୍ୟବହାର କରିପାରିବେ ।
ଆଗରୁ ହୋଇଥିବା ମେଳଣ
ସମ୍ପାଦନା-
ପ୍ରଥମ ଓଡ଼ିଆ ଉଇକିପିଡ଼ିଆ ମେଳଣ, ବେଁଗାଳୁରୁ ୦୬ ମାର୍ଚ ୨୦୧୧
-
୨କ ଓଡ଼ିଆ ଉଇକି କରମଶାଳା, ଭୁବନେଶ୍ୱର ୦୩ ଏପ୍ରିଲ ୨୦୧୧
ସୂଚନା
ସମ୍ପାଦନାଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ