ଭାରତୀୟ ମାନକ ସମୟ
ଭାରତୀୟ ମାନକ ସମୟ (English: Indian standard time, ସଂକ୍ଷେପରେ: IST), ଭାରତ ଓ ଶ୍ରୀଲଙ୍କାରେ ପ୍ରଚଳିତ ମାନକ ସମୟ । ଏହା ଗ୍ରୀନଉଇଚ ସମୟଠାରୁ ୫:୩୦ ଘଣ୍ଟା ଆଗୁଆ (UTC+05:30) ।

ଏହା ଆଲହାବାଦ ନିକଟସ୍ଥ ମିର୍ଜାପୁର (25°09′N 82°35′E / 25.15°N 82.58°E) ଠାରେ, ୮୨.୫° ପୂର୍ବ ଦ୍ରାଘିମାରୁ ଗଣନା କରାଯାଇଥାଏ ।[୧]
ଇତିହାସ ସମ୍ପାଦନ କରନ୍ତୁ
ସମାଲୋଚନା ଓ ପ୍ରସ୍ତାବ ସମ୍ପାଦନ କରନ୍ତୁ
ସମୟ ସଂକେତ (time signal) ସମ୍ପାଦନ କରନ୍ତୁ
ଅଧିକ ଦେଖନ୍ତୁ ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ "Two-timing India". Hindustan Times. 2007-09-04. Retrieved 2012-09-24.
ବାହାର ଆଧାର ସମ୍ପାଦନ କରନ୍ତୁ
- National Physical Laboratory
- Evaluating two timezones and Daylight Saving Time for India, by Viral Shah & Vikram Aggarwal.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |