ହୋ ଜାତି ଓଡିଶାର ଏକ ବହୁ ପୁରାତନ ଜନ ଜାତି । ସେମାନେ ଓଡିଶା ର ଉତ୍ତର ଦିଗରେ ଅର୍ଥାତ ମାଯୁରଭଞ୍ଜ ଜିଲ୍ଲାର ଜଙ୍ଗଲ ପାଖାପାଖି ଅଞ୍ଚଳରେ ଅବସ୍ଥାପନ କରନ୍ତି । ହୋ ଜନ ଜାତି ମୁଖ୍ଯତ ନାଚ ଗୀତରେ ଜୀବନ ଅତିବାହିତ କରିବା ପା-ଇ