ଉଇକିପିଡ଼ିଆ:ଉଇକିପିଡ଼ିଆ ୧୫

ଉଇକିପିଡିଆ୧୫

ଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି(ସମ୍ପାଦକ ଓ ବ୍ୟବହାରକାରୀ)ମାନଙ୍କର ମେଳଣ ଯାହା ଉଇକିପିଡିଆର ୧୫ତମ ଜନ୍ମଦିବସ ପାଳନ କରିବା ନିମନ୍ତେ ହେଉଛି ।


ଜାଗା ଓ ଠିକଣା ( Venue and Date )ସମ୍ପାଦନ କରନ୍ତୁ

ତାରିଖ: : ରବିବାର, ୧୭-ଜାନୁଆରି-୨୦୧୬ ସକାଳ ୧୧:୦୦ ଟା IST
ସ୍ଥାନ :

Date: : Sunday, 17-January-2016 11:00 AM IST

କେଉଁ ମାନେ ଭାଗ ନେଇପାରିବେ (Who can participate)ସମ୍ପାଦନ କରନ୍ତୁ

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ପୁରୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣ ପର୍ବରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କ ପକ୍ଷରୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)ସମ୍ପାଦନ କରନ୍ତୁ

  • ଉଇକିପିଡ଼ିଆ ବାବଦରେ ଆଲୋଚନା/ Introducing Wikipedia
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
  • ଉଇକିପ୍ରକଳ୍ପ/ WikiProjects
  • ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
  • ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ/ General status of overall projects and future initiatives
  • ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ/ Solving problems faced by participants while editing

ଆୟୋଜନ କରୁଛନ୍ତି (Organizers)ସମ୍ପାଦନ କରନ୍ତୁ

ଉଇକିଟୁଙ୍ଗି ପୁରୀ

ଶୁଭେଚ୍ଛା (Best wishes)ସମ୍ପାଦନ କରନ୍ତୁ

ଟ୍ଵିଟ୍ଟର (Twitter)ସମ୍ପାଦନ କରନ୍ତୁ

ଫଟୋଗୁଡ଼ିକ ଉଇକି କମନ୍ସ ରେ ବିଭାଗ ସହ ରଖନ୍ତୁ (Please upload to commons and add category)

ପ୍ରକାଶିତ ଖବରସମ୍ପାଦନ କରନ୍ତୁ

ଉଇକିପିଡିଆ୧୫ ପୁରୀ ବିବରଣୀସମ୍ପାଦନ କରନ୍ତୁ