ଉଇକିପିଡ଼ିଆ:ଉଇକିପିଡ଼ିଆ ୧୫
ସାରକଥା
ସମ୍ପାଦନାଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି(ସମ୍ପାଦକ ଓ ବ୍ୟବହାରକାରୀ)ମାନଙ୍କର ମେଳଣ ଯାହା ଉଇକିପିଡିଆର ୧୫ତମ ଜନ୍ମଦିବସ ପାଳନ କରିବା ନିମନ୍ତେ ହେଉଛି ।
ଜାଗା ଓ ଠିକଣା ( Venue and Date )
ସମ୍ପାଦନାତାରିଖ: : ରବିବାର, ୧୭-ଜାନୁଆରି-୨୦୧୬ ସକାଳ ୧୧:୦୦ ଟା IST
ସ୍ଥାନ :
Date: : Sunday, 17-January-2016 11:00 AM IST
କେଉଁ ମାନେ ଭାଗ ନେଇପାରିବେ (Who can participate)
ସମ୍ପାଦନାଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ପୁରୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣ ପର୍ବରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କ ପକ୍ଷରୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda)
ସମ୍ପାଦନା- ଉଇକିପିଡ଼ିଆ ବାବଦରେ ଆଲୋଚନା/ Introducing Wikipedia
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
- ଉଇକିପ୍ରକଳ୍ପ/ WikiProjects
- ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
- ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ/ General status of overall projects and future initiatives
- ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ/ Solving problems faced by participants while editing
ଆୟୋଜନ କରୁଛନ୍ତି (Organizers)
ସମ୍ପାଦନାଶୁଭେଚ୍ଛା (Best wishes)
ସମ୍ପାଦନାଟ୍ଵିଟ୍ଟର (Twitter)
ସମ୍ପାଦନା- Tweet with #Wiki15Puri twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟୋ (Photos)
ସମ୍ପାଦନାଫଟୋଗୁଡ଼ିକ ଉଇକି କମନ୍ସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) ।
ପ୍ରକାଶିତ ଖବର
ସମ୍ପାଦନା- ପୁରୀରେ ପାଳିତ ହେବ ଉଇକିପିଡ଼ିଆ ୧୫: ଉଇକିପିଡ଼ିଆର ୧୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ପ୍ରସଙ୍ଗ ତିଆରି. Odiapua.com
- Wikipedia15 edit-a-thon in Puri to celebrate 15 years of free knowledge. OrissaDiary.com
- Wikipedia15 edit-a-thon in Puri to celebrate 15 years of free knowledge. Bhubaneswarbuzz.com
- 15th anniversary of Wikipedia of Wikipedia today. Orissa Post (17 January 2015)
- ପୁରୀରେ ପାଳିତ ହେବ ଉଇକିପିଡ଼ିଆ ୧୫: ଉଇକିପିଡ଼ିଆର ୧୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ପ୍ରସଙ୍ଗ ତିଆରି Odishan.com (୧୭ ଜାନୁଆରୀ ୨୦୧୫)
- Wikipedia turns 15 years, workshop in Puri to improve Odia articles. Fullodisha.com (17 January 2015)