ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୩
ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ମାଗଣାରେ ଉପଲବ୍ଧ ଏକ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ । ଏଥିରେ ଏଯାବତ ୩୦୬୦ ଗୋଟି ପ୍ରସଙ୍ଗ ରହିଛି । ଏଥିରେ ଥିବା ପ୍ରସଙ୍ଗସବୁକୁ କେହି ବି ସମ୍ପାଦନା କରିପାରିବେ ଓ ଏଥିରେ ଅଧିକ ଉପୟୋଗୀ ତଥ୍ୟ ଯୋଡ଼ିପାରିବେ । ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ଭୁବନେଶ୍ୱରରେ ହେଉଥିବା ପ୍ରଥମ ମେଳଣ, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।
କେଉଁ ମାନେ ଭାଗ ନେଇପାରିବେ (Who can participate)
ସମ୍ପାଦନାଭୁବନେଶ୍ୱର ବା ପାଖାଆଖ ସ୍ଥାନରେ ରହୁଥିବା କେହି ବି ଏଥିରେ ଆସି ଭାଗନେଇପାରିବେ । ଓଡ଼ିଆ ଭାଷାର ବିକାଶରେ ଉଇକିପିଡ଼ିଆରେ ଭୂମିକା ଓ ସେ କିପରି ଏଥିରେ ଭାଗ ନେଇ ଓଡ଼ିଆରେ ଏହି ବିଶାଳ ଜ୍ଞାନକୋଷର ଗଠନରେ କିପରି ଅଂଶଗ୍ରହଣ କରିପାରିବେ ସେ ବାବଦରେ ଜାଣିପାରିବେ ।
ସ୍ଥାନ ଓ ଠିକଣା ( Venue and Date )
ସମ୍ପାଦନାତାରିଖ: : ରବିବାର, ୧୮-ନଭେମ୍ବର -୨୦୧୨ ୧୦:୦୦ ଘଟିକା ଭାରତୀୟ ମାନକ ସମୟ
ସ୍ଥାନ :
କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକନୋଲୋଜି
ଜାତୀୟ ରାଜପଥ ୫,
ଭୁବନେଶ୍ୱର, ଓଡ଼ିଶା
Date: : Saturday, 18-November-2012 10:00 AM IST
Venue:
KMBB College of Engineering and Technology
NH 5, Bhubaneswar, Odisha
ମୂଳ ପ୍ରସଙ୍ଗ (Agenda)
ସମ୍ପାଦନା- ଓଡ଼ିଆରେ
- ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା/ Introducing Wikipedia
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
- ଏଥିରେ ସାଧାରଣ ଲୋକେ କିପରି ଭାଗନେଇ ଲେଖାଲେଖି, ସମ୍ପାଦନା କରିପାରିବେ
- କର୍ମଶାଳା ପରର କାର୍ଯ୍ୟକ୍ରମ
ଆୟୋଜନକାରୀ (Organizers)
ସମ୍ପାଦନାଅଂଶଗ୍ରହଣକାରୀ (Participants)
ସମ୍ପାଦନାଯଦି ଆପଣଙ୍କର ବ୍ୟବହାରକାରୀ ନାମଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାମ ନଥିଲେ" # ଆପଣଙ୍କ ନାମ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାମ ଲେଖାଇଥିଲେ (Signed up)
ସମ୍ପାଦନା
ଶୁଭେଚ୍ଛା (Best wishes)
ସମ୍ପାଦନାବିବରଣୀ
ସମ୍ପାଦନାଦୀର୍ଘ ଚାରି ମାସର ବ୍ୟବଧାର ପରେ କଟକରେ ଉଇକିମେଳି ଅନୁଷ୍ଠିତ ହେଉଥିବାରୁ ଅଧିକ ସଂଖ୍ୟାରେ ଓକିଆଳି ଓ ଆଗ୍ରହୀ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଇଥିଲା । ଫେସବୁକ ପୃଷ୍ଠାରେ ମଧ୍ୟ ୨୭ଜଣ ଯୋଗଦେବା ନିମନ୍ତେ ନିଶ୍ଚିତ କରିଥିବା ବେଳେ ଆଉ ୧୬ଜଣ ଯୋଗଦେବାର ସମ୍ଭାବନା ଥିଲା । ଉକିକିମେଳିରେ ସର୍ବମୋଟ ଛଅ ଜଣ ଯୋଗଦେଇଥିଲେ । ଯୋଗଦାନକାରୀଙ୍କ ମଧ୍ୟରୁ ଡାକ୍ତର ସୁବାସ ଚନ୍ଦ୍ର ରାଉତ ଓ ଶ୍ରୀ ଶିତିକଣ୍ଠ ଦାଶ ପ୍ରଥମଥର ନିମନ୍ତେ ଏକ ଉଇକିମେଳିରେ ଯୋଗଦେଇଥିଲେ ।
ଖବରରେ (In News)
ସମ୍ପାଦନାଫେସବୁକ (Facebook)
ସମ୍ପାଦନାଟୁଇଟର (Twitter)
ସମ୍ପାଦନାଫଟୋ (Photos)
ସମ୍ପାଦନାଫଟୋସବୁ ଉଇକି କମନ୍ସ୍ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Workshop 18Nov2012