ଉଇକିପିଡ଼ିଆ:ମେଳଣ/ଭୁବନେଶ୍ୱର/ଉଇକି ଗଣ ସମ୍ପାଦନା୧
କିଛି ନୂଆ ଏବଂ ପୁରୁଣା ଉଇକିଆଳିଙ୍କୁ ନେଇ ଭୁବନେଶ୍ଵରରେ ଏକ ଗଣ ସମ୍ପାଦନା ହେବାକୁ ଯାଉଛି । ଏହାର ମୂଳଲକ୍ଷ ହେଉଛି ବର୍ତ୍ତମାନ ସମ୍ପାଦନାରେ ହେଉଥିବା ଅସୁବିଧା ବିଷୟରେ ଆଲୋଚନା ଏବଂ ନୂଆ ଲୋକମାନଙ୍କୁ ଆକର୍ଷଣ କରିବା ।
ଜାଗା ଓ ଠିକଣା ( Venue and Date )
ସମ୍ପାଦନାତାରିଖ/Date: : ରବିବାର/୨୦୧୨-ଅପ୍ରେଲ-୮ ଅପରାହ୍ନ ୪.୩୦ ରେ/ Sunday, 2012-April-8 IST
ଜାଗା :
ଇନ୍ଦିରାଗାନ୍ଧୀ ପାର୍କ,,
ଭୁବନେଶ୍ଵର, ଓଡ଼ିଶା
Venue:
Indiragandhi Park
Bhubaneswar
Odisha , India
କେଉଁ ମାନେ ଭାଗ ନେଇପାରିବେ (Who can participate)
ସମ୍ପାଦନାଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଆମେ ଏହି ୧ମ ଓଡ଼ିଆ ଉଇକି ଗଣ ଉଇକି ସମ୍ପାଦନା ଜରିଆରେ ଏଥିରେ ସାମୁହିକ ଭାବରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗର ସମ୍ପାଦନା କରିବୁ । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda)
ସମ୍ପାଦନାପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ
- ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି
ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ
- - କେମିତି ଖୋଜିବେ ଲେଖାଟିଏ
- - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
- - ରେଫେରେନ୍ସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
- - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
- - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ
ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:
- - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
- - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
- - ନଗଦ ଯୋଡ଼ାଯାଇଥିବା ନୂଆ ନୂଆ ସୁବିଧା
- - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
- - ସଙ୍ଘ ଗଢ଼ା
- - ଅନୁବାଦରେ ଅସୁବିଧା ଓ ସମାଧାନ
Main Agenda:
Session1:Introduction to Wikipedia and odia wiki projects
- - Introduction about Wikipedia and Odia Wikipedia
- - Current status of Odia Wikipedia
Session2:Introduction to Editing in Wikipedia
- - How to edit any page in Odia Wikipedia
- - How to add Bold, Italicised, === Headings === and "sign" and other commonly used syntaxes
- - How to add references and external links
- - Editing conflicts and how to solve them
- - What to write and what NOT to add in Odia Wikipedia
Post Session2 discussions:
- - Why Wikipedia Odia?
- - Recent developments and new features added in Wikipedia
- - Future deveopment and possible opportunities with Wikipedia
- - Discussion of common problems raised (And by audience)
- - Display and typing issues and solution
- - Building community
- - Translation issues & possible measures to solve them
- - Incubation of new projects for students in Odia Wikipedia
- - Future Projects for Odia Wikipedia