ଉଇକିପିଡ଼ିଆ:ମେଳଣ/ଭୁବନେଶ୍ୱର/ଉଇକି‌ ଗଣ‌ ସମ୍ପାଦନା୧

କିଛି ନୂଆ ଏବଂ ପୁରୁଣା ଉଇକିଆଳିଙ୍କୁ ନେଇ ଭୁବନେଶ୍ଵରରେ ଏକ ଗଣ ସମ୍ପାଦନା ହେବାକୁ ଯାଉଛି । ଏହାର ମୂଳଲକ୍ଷ ହେଉଛି ବର୍ତ୍ତମାନ ସମ୍ପାଦନାରେ ହେଉଥିବା ଅସୁବିଧା ବିଷୟରେ ଆଲୋଚନା ଏବଂ ନୂଆ ଲୋକମାନଙ୍କୁ ଆକର୍ଷଣ କରିବା ।

ଜାଗା ଓ ଠିକଣା ( Venue and Date ) ସମ୍ପାଦନା

ତାରିଖ/Date: : ରବିବାର/୨୦୧୨-ଅପ୍ରେଲ-୮ ଅପରାହ୍ନ ୪.୩୦ ରେ/ Sunday, 2012-April-8 IST
ଜାଗା :
ଇନ୍ଦିରାଗାନ୍ଧୀ ପାର୍କ,,
ଭୁବନେଶ୍ଵର, ଓଡ଼ିଶା

Venue:
Indiragandhi Park
Bhubaneswar
Odisha , India

କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଆମେ ଏହି ୧ମ ଓଡ଼ିଆ ଉଇକି ଗଣ ଉଇକି ସମ୍ପାଦନା ଜରିଆରେ ଏଥିରେ ସାମୁହିକ ଭାବରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗର ସମ୍ପାଦନା କରିବୁ । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda) ସମ୍ପାଦନା

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ରେଫେରେନ୍ସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୂଆ ନୂଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଆୟୋଜନ କରୁଛନ୍ତି (Organizers) ସମ୍ପାଦନା

  1. କୃପାସିନ୍ଧୁ ମୁଦୁଲି

ନାମ ଲେଖାଇଥିଲେ (Signed up) ସମ୍ପାଦନା

  1. ଜ୍ଞାନରଞ୍ଜନ ସାହୁ
  2. କମଳାକାନ୍ତ ନାୟକ
  3. କୃପାସିନ୍ଧୁ ମୁଦୁଲି

ଏଥିରେ ଭାଗନେଇଥିଲେ (Attendees) ସମ୍ପାଦନା

  1. ଜ୍ଞାନରଞ୍ଜନ ସାହୁ
  2. କମଳାକାନ୍ତ ନାୟକ
  3. କୃପାସିନ୍ଧୁ ମୁଦୁଲି

ଖବରରେ (In News) ସମ୍ପାଦନା

ବିବରଣୀ (Report) ସମ୍ପାଦନା