ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩

ହୋମ୍ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯


ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପୂର୍ବରୁ ଏହି ପ୍ରତିଯୋଗିତା ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭, ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮, ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା, ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା ଭାବରେ ଯଥାକ୍ରମେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ଅନୁଷ୍ଠିତ ହୋଇଆସିଛି । ୨୦୨୧ ମସିହାରେ ଏହା ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଭାବରେ ଅନୁଷ୍ଠିତ ହୋଇଥିଲା । ଗତ ବର୍ଷ, ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨‌ ମଧ୍ୟ ଆୟୋଜନ କରାଯାଇଥିଲା ।

ପ୍ରତିଯୋଗିତାଟିର ମୂଳ ଉଦ୍ଦେଶ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରକଳ୍ପଗୁଡ଼ିକରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛୁ ।

ଏହି ଗଣସମ୍ପାଦନାରେ ସମୁଦାୟ ୧୫୬ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ପୂର୍ବ ଗଣ-ସମ୍ପାଦନା ସମ୍ପାଦନା

  1. ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨‌
  2. ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୧
  3. ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା
  4. ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା
  5. ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮
  6. ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭

ସମୟସୀମା ସମ୍ପାଦନା

୧ ଫେବୃଆରୀ ୨୦୨୩ - ୧୫ ଅପ୍ରେଲ ୨୦୨୩

ପୁରସ୍କାର ସମ୍ପାଦନା

ସର୍ବଶ୍ରେଷ୍ଠ ପ୍ରତିଯୋଗିଙ୍କ ପାଇଁ ପୁରସ୍କାର (ଅଧିକ ଗଢ଼ିଥିବା ପ୍ରସଙ୍ଗ ଅନୁସାରେ, ସବୁ ଭାଷାର ପ୍ରକଳ୍ପରୁ ଶ୍ରେଷ୍ଠ ବଛାଯିବ):

  • ୧ମ ପୁରସ୍କାର: - ୩୦୦ ଡଲାର
  • ୨ୟ ପୁରସ୍କାର: - ୨୦୦ ଡଲାର
  • ୩ୟ ପୁରସ୍କାର: - ୧୦୦ ଡଲାର
  • ଏହି ପୁରସ୍କାର ରାଶି କେବଳ ଓଡ଼ିଆ ଉଇକିପିଡ଼ିଆ ପାଇଁ ପ୍ରଯୁଜ୍ୟ ନୁହେଁ, ଓଡ଼ିଆ ପାଇଁ ଅଲଗା ପୁରସ୍କାର ରଖାଯିବ ।

ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।

ଫାଉଣ୍ଟେନ୍ ଟୁଲ୍ ସମ୍ପାଦନା

ପ୍ରସଙ୍ଗ ଗଢ଼ିସାରିବା ପରେ ଏହାକୁ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ନ୍ତୁ ।

ଅଂଶଗ୍ରହଣ ସମ୍ପାଦନା

  1. Aliva Sahoo (ମୋ ଆଲୋଚନା) ୨୩:୦୭, ୨୭ ଜାନୁଆରୀ ୨୦୨୩ (IST)[reply]
  2. Subas Chandra Rout (ମୋ ଆଲୋଚନା) ୧୨:୩୮, ୨୮ ଜାନୁଆରୀ ୨୦୨୩ (IST)[reply]
  3. ଗପୁ (ମୋ ଆଲୋଚନା) ୨୦:୧୯, ୨୮ ଜାନୁଆରୀ ୨୦୨୩ (IST)[reply]
  4. ସୁଭ (ଆଳାପ) ୧୮:୩୯, ୧୧ ଅପ୍ରେଲ ୨୦୨୩ (IST)[reply]
  5. ବିଚିତ୍ରାନନ୍ଦ ଜେନା (ମୋ ଆଲୋଚନା) ୨୧:୩୭, ୧୨ ଅପ୍ରେଲ ୨୦୨୩ (IST)[reply]
  6. Ashkand Panigrahi (ମୋ ଆଲୋଚନା) ୨୨:୧୮, ୧୨ ଅପ୍ରେଲ ୨୦୨୩ (IST)[reply]
  7. Barsha Rani Behera Nayak (ମୋ ଆଲୋଚନା) ୨୨:୧୯, ୧୨ ଅପ୍ରେଲ ୨୦୨୩ (IST)[reply]
  8. Monalisa Sahu2001 (ମୋ ଆଲୋଚନା) ୨୨:୧୯, ୧୨ ଅପ୍ରେଲ ୨୦୨୩ (IST)[reply]
  9. Ansuman Swain Bhadrak (ମୋ ଆଲୋଚନା) ୧୨:୨୯, ୧୪ ଅପ୍ରେଲ ୨୦୨୩ (IST)[reply]
  10. Sasmita sahoo 1999 (ମୋ ଆଲୋଚନା) ୧୨:୩୧, ୧୪ ଅପ୍ରେଲ ୨୦୨୩ (IST)[reply]

ଏହି ଗଣ-ସମ୍ପାଦନାରେ ଭାଗ ନେଇଥିବା ୧୦ ଜଣ ଉଇକିଆଳି ସମୁଦାୟ ୧୫୬ଟି ପ୍ରସଙ୍ଗ ଲେଖିଥିଲେ । ତନ୍ମଧ୍ୟରୁ ଅଲିଭା ସାହୁ ସର୍ବାଧିକ ୮୫ଟି, ସଂଗ୍ରାମ କେଶରୀ ସେନାପତି ୫୪ଟି ଓ ସୁବାସ ଚନ୍ଦ୍ର ରାଉତ ୮ଟି ପ୍ରସଙ୍ଗ ଲେଖି ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ । ଭଦ୍ରକରେ ଆୟୋଜନ କରାଯାଇଥିଲା କର୍ମଶାଳା ଜରିଆରେ ୬ ଜଣ ପ୍ରତିଯୋଗି ଯୋଗ ଦେଇଥିଲେ ଏବଂ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।

ଶିକ୍ଷଣ/ମତାମତ ସମ୍ପାଦନା