ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ମାର୍ଚ୍ଚ ମାସ ସାରା ମହିଳା ଇତିହାସ ମାସ ପାଳନ, ଜଗତରେ ମହିଳାମାନଙ୍କ ସମାଜକୁ ଅବଦାନ ପାଇଁ ଅଧୁନା ପାଳିତ ହେଉଛି । ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ମହିଳାଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ମହିଳାମାନଙ୍କ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ ।
- ମାଧବୀ ଦାସୀ, ଓଡ଼ିଶାର ପ୍ରଥମ ମହିଳା କବି
- ବାସନ୍ତୀବାଳା ଜେନା, ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଆ
- ବସନ୍ତ ମଞ୍ଜରୀ ଦେବୀ, ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ
- ଗିରିବାଳା ମହାନ୍ତି, ଓଡ଼ିଶାର ପ୍ରଥମ ମହିଳା ବୈମାନିକ
- ପ୍ରଜ୍ଞା ପାରମିତା ଦାଶ, ଓଡ଼ିଶାର ପ୍ରଥମ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ
- ସୁଜାତା ଆନନ୍ଦ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ
- ଶଶିମଣି, ଜଗନ୍ନାଥ ମନ୍ଦିରର ଶେଷ ଦେବଦାସୀ Done
- ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ Done
- ଅମିୟବାଳା ପଟ୍ଟନାୟକ, ଅନୁବାଦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି Done
- ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିବା ପ୍ରଥମ ଓଡ଼ିଆ Done
- କାନନ ମିଶ୍ର, ଲେଖିକା, ଅନୁବାଦିକା Done
- ଗୀତା ମହାଳିକ, ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ Done
- ବାଙ୍ଗରା ଦେବୀ, ଓଡ଼ିଶାର ଜଣେ ରାଜକୁମାରୀ Done
- ମିନତି ମହାପାତ୍ର, ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ମହିଳା କ୍ରିଡ଼ାବିତ Done
- ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ ମହିଳା ଫୁଟବଳ ଦଳର ପୂର୍ବତନ ଅଧିନାୟିକା Done
- ରଜିୟା ସୁଲତାନ, ଭାରତର ପ୍ରଥମ ମହିଳା ସୁଲତାନ
- ଆରତୀ ସାହା, ଥରକେ ଇଂଲିଶ ଚ୍ୟାନେଲ ପାରିହୋଇଥିବା ମହିଳା ସନ୍ତରଣକାରୀ Done
- ବଚେନ୍ଦ୍ରୀ ପାଲ, ଭାରତର ପ୍ରଥମ ଏଭରେଷ୍ଟ ଆରୋହଣକାରୀ Done
- ମୀରା କୁମାର, ଭାରତର ପ୍ରଥମ ମହିଳା ବାଚସ୍ପତି Done
- ଲକ୍ଷ୍ମୀ ସହଗଲ, ଭାରତର ମହିଳା ସ୍ଵାଧୀନତା ସଂଗ୍ରାମୀ Done
- ଅମୃତା ସେରଗିଲ, ଭାରତର ପ୍ରସିଦ୍ଧ ମହିଳା ଚିତ୍ରଶିଳ୍ପୀ Done
- ଅମୃତା ଦେବୀ Done
- ଏଡା ଲଭ୍ଲେସ୍, ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର Done
- ଇଣ୍ଡିଆସ ଡଟର Done
- ମା' ଘର Done
- ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ Done
- ବେଟି ବଚାଓ ବେଟି ପଢ଼ାଓ ଯୋଜନା Done
- ଭାରତୀୟ ମହିଳା ବ୍ୟାଙ୍କ Done
- ମହିଳା ନୋବେଲ ପୁରସ୍କାର ବିଜେତା Done
- ମହିଳାଙ୍କ ଆତ୍ମରକ୍ଷା ଲାଗି ମୋବାଇଲ ଆପ Done
- ଜନନୀ ସୁରକ୍ଷା ଯୋଜନା Done
- ମିସ ଓଡ଼ିଶା Done
- ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
- ରମାଦେବୀ ଚୌଧୁରୀ, ପ୍ରଥମ ଯମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ ଓଡ଼ିଆ Done
- ଶୈଳବାଳା ଦାସ, ଓଡ଼ିଶାର ପ୍ରଥମ ପଦ୍ମ ଶ୍ରୀ ସମ୍ମାନିତ ମହିଳା
- ସୁଲକ୍ଷଣା ଦେବୀ, ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି
- କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ଡାକ୍ତର Done
- ବୀଣାପାଣି ମହାନ୍ତି, ଓଡ଼ିଶାର ପ୍ରଥମ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା
- କଳ୍ପନା ଦାଶ, ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ
- ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି
- ପାର୍ବତୀ ଘୋଷ, ଓଡ଼ିଶା ପ୍ରଥମ ମହିଳା କଥାଚିତ୍ର ନିର୍ଦ୍ଦେଶକ
- ସୌମ୍ୟା ମିଶ୍ର, ଓଡ଼ିଶାର ପ୍ରଥମ ଭାରତୀୟ ପୁଲିସ ସେବା ଅଧିକାରୀ
- ତୁଳସୀ ମୁଣ୍ଡା, ଓଡ଼ିଶାର ଆଦିବାସୀ ନେତ୍ରୀ
- ପ୍ରିୟମ୍ବଦା ମହାନ୍ତି ହେଜମାଦି, ଓଡ଼ିଶାର ପ୍ରଥମ ମହିଳା କୁଳପତି Done
- ମହାଶ୍ୱେତା ରାୟ, ଜଣାଶୁଣା ଓଡ଼ିଆ ଅଭିନେତ୍ରୀ Done
- ନନ୍ଦିତା ଦାସ, ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ସମାଜସେବୀ
- କୁଙ୍କୁମ ମହାନ୍ତି, ନୃତ୍ୟଶିଳ୍ପୀ Done
- ଇନ୍ଦିରା ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
- ସରୋଜିନୀ ନାଇଡୁ,ଭାରତର ପ୍ରଥମ ମହିଳା ରାଜ୍ୟପାଳ
- ମେରୀ କ୍ୟୁରି, ପ୍ରଥମ ଦୁଇଥର ନୋବେଲ ପୁରସ୍କାର ବିଜେତା ମହିଳା
- ମଲାଲା ୟୁସୁଫଜାଇ, କନିଷ୍ଠ ନୋବେଲ ବିଜୟୀ ମହିଳା Done
- କଳ୍ପନା ଚାୱଲା, ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ
- ପ୍ରତିଭା ପାଟିଲ, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି
- ବିଜୟଲକ୍ଷ୍ମୀ ପଣ୍ଡିତ, ପ୍ରଥମ ମହିଳାମନ୍ତ୍ରୀ
- ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକା Done
- --ସୁଭାସିସ ପାଣିଗାହି (ଆଳାପ) ୦୬:୨୧, ୬ ମାର୍ଚ୍ଚ ୨୦୧୫ (UTC)
- --Sailesh Patnaik ଶୈଳେଶ (ମୋ ଆଲୋଚନା) ୦୯:୩୧, ୬ ମାର୍ଚ୍ଚ ୨୦୧୫ (UTC)
- --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୦୩, ୬ ମାର୍ଚ୍ଚ ୨୦୧୫ (UTC)
- ----ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୧୫, ୭ ମାର୍ଚ୍ଚ ୨୦୧୫ (UTC)
- --ଆଦିତ୍ୟ ମହାର (ଆଲୋଚନା) ୦୮:୪୧, ୭ ମାର୍ଚ୍ଚ ୨୦୧୫ (UTC)
- ନସିମ ଅଲ୍ଲୀ
- --ପଙ୍କଜ ମାଳା ଷଡଙ୍ଗୀ
- --ନିଷ୍ଠା ରଞ୍ଜନ ଦାଶ (ମୋ ଆଲୋଚନା) ୦୯:୦୮, ୧୧ ମାର୍ଚ୍ଚ ୨୦୧୫ (UTC)
- --ହରିହର ପ୍ରସାଦ ଶତପଥି (ମୋ ଆଲୋଚନା) ୦୭:୩୨, ୧୨ ମାର୍ଚ୍ଚ ୨୦୧୫ (UTC)
|