ବିଜୟଲକ୍ଷ୍ମୀ ପଣ୍ଡିତ

ଭାରତୀୟ କୂଟନୀତିଜ୍ଞ ଓ ରାଜନେତ୍ରୀ

ବିଜୟ ଲକ୍ଷ୍ମୀ ପଣ୍ଡିତ (୧୮ ଅଗଷ୍ଟ ୧୯୦୦ - ୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ କୂଟନୀତିଜ୍ଞ ଓ ରାଜନୀତିଜ୍ଞ, ଜବାହରଲାଲ ନେହେରୁଙ୍କ ଭଉଣୀ,[୨] ଇନ୍ଦିରା ଗାନ୍ଧୀଙ୍କ ପିଇସୀ ଓ ରାଜୀବ ଗାନ୍ଧୀଙ୍କ ଜେଜି ପଇସୀ । ନେହେରୁଙ୍କ ସମୟରେ ସୋଭିଏତ୍ ୟୁନିଅନ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ଜାତିସଂଘରେ କାମ କରିବା ପରେ ତାଙ୍କୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ବାବେ ଲଣ୍ଡନ ଛଡ଼ାଯାଇଥିଲା । ତାଙ୍କର ଲଣ୍ଡନ ରହଣି ଭାରତ-ବ୍ରିଟିଶ ସମ୍ପର୍କ୍କୁ ପରିବର୍ତ୍ତନ କରିଥିଲା । ତାଙ୍କ କୂଟନୀତି ଆନ୍ତ-ସରକାରୀ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।[୩]


ବିଜୟଲକ୍ଷ୍ମୀ ପଣ୍ଡିତ
Vijaya Lakshmi Pandit 1965b.jpg
୧୯୬୫ରେ ନେଦରଲ୍ୟାଣ୍ଡରେ ପଣ୍ଡିତ
ଜାତି ସଂଘ ସାଧାରଣ ସଭାର ସଭାପତି
କାର୍ଯ୍ୟକାଳ
୧୫ ସେପ୍ଟେମ୍ବର ୧୯୫୩ – ୨୧ ସେପ୍ଟେମ୍ବର ୧୯୫୪[୧]
ପୂର୍ବ ଅଧିକାରୀଲେଶ୍ଟର୍ ବି ପିଅର୍‌ସନ୍
ପର ଅଧିକାରୀଏଲ୍‌କୋ ଏନ୍ ଭାନ୍ କ୍ଲେଫେନ୍ସ୍
୭ମ ମହାରାଷ୍ଟ୍ର ରାଜ୍ୟପାଳ
କାର୍ଯ୍ୟକାଳ
୨୮ ନଭେମ୍ବର ୧୯୬୨ – ୧୮ ଅକ୍ଟୋବର ୧୯୬୪
ପୂର୍ବ ଅଧିକାରୀପି ସୁବରାୟନ୍
ପର ଅଧିକାରୀପି ଭି ଚେରିୟାନ୍
ଲୋକ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୬୭-୧୯୭୧
ପୂର୍ବ ଅଧିକାରୀଜବାହରଲାଲ ନେହେରୁ
ପର ଅଧିକାରୀଭି ପି ସିଂ
ନିର୍ବାଚନ ମଣ୍ଡଳୀଫୁଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1900-08-18)୧୮ ଅଗଷ୍ଟ ୧୯୦୦
ଆଲ୍‌ହାବାଦ, ଉତ୍ତର-ପଶ୍ଚିମ ରାଜ୍ୟ, ବ୍ରିଟିଶ ଭାରତ
ମୃତ୍ୟୁ୧ ଡିସେମ୍ବର ୧୯୯୦(1990-12-01) (ବୟସ ୯୦)
ଡେରାଡ଼ୁନ, ଉତ୍ତର ପ୍ରଦେଶ, ଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରଣଜିତ ସୀତାରାମ ପଣ୍ଡିତ

ଆଧାରସମ୍ପାଦନ କରନ୍ତୁ

  1. "Archived copy". Archived from the original on 11 ଅକ୍ଟୋବର 2012. Retrieved 22 ମାର୍ଚ୍ଚ 2012.{{cite web}}: CS1 maint: archived copy as title (link)
  2. President of 62nd session, General Assembly of United Nations. "Vijay Lakshmi Pandit (India)". Retrieved 1 July 2012.
  3. Rakesh Ankit, "Between Vanity and Sensitiveness: Indo–British Relations During Vijayalakshmi Pandit’s High-Commissionership (1954–61)." Contemporary British History 30.1 (2016): 20-39.