ମୀରା କୁମାର

ଭାରତୀୟ ରାଜନୀତିଜ୍ଞ

ମୀରା କୁମାର ଜଣେ ଭାରତୀୟ ରାଜନେତା ଏବଂ ଲୋକ ସଭାକୁ ପାଞ୍ଚ ଥର ନିର୍ବାଚିତ ହୋଇଥିବା ସାଂସଦ । ମୀରା କୁମାର ବିନା ପ୍ରତିଦ୍ୱନ୍ଦୀତାରେ ଭାରତର ପ୍ରଥମ ମହିଳା ବାଚସ୍ପତି ହିସାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪-୨୦୧୪ ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ ।[][]

ମୀରା କୁମାର
ବାଚସ୍ପତି
କାର୍ଯ୍ୟକାଳ
୪ ଜୁନ ୨୦୦୯ – ୧୮ ମଇ ୨୦୧୪
ପୂର୍ବ ଅଧିକାରୀସୋମନାଥ ଚାଟର୍ଜୀ
ପର ଅଧିକାରୀସୁମିତ୍ରା ମହାଜନ
ସଦସ୍ୟ: ୧୪ଶ ଓ ୧୫ଶ ଲୋକ ସଭା
କାର୍ଯ୍ୟକାଳ
୧୦ମଇ ୨୦୦୪ – ୧୨ ମଇ ୨୦୧୪
ପୂର୍ବ ଅଧିକାରୀମୁନି ଲାଲ
ପର ଅଧିକାରୀଛେଦୀ ପାସ୍ୱନ
ନିର୍ବାଚନ ମଣ୍ଡଳୀସାସାରାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-03-31) ୩୧ ମାର୍ଚ୍ଚ ୧୯୪୫ (ବୟସ ୭୯)
ପାଟନା, ଭାରତ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀମଞ୍ଜୁଲ କୁମାର
ସନ୍ତାନ୧ ପୁଅ
୨ ଝିଅ
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ

ସେ ପେସାରେ ଜଣେ ଓକିଲ ଏବଂ ପୁର୍ବ ରାଜନୟୀକ ଅଟନ୍ତି। ୧୫ଶ ଲୋକ ସଭାରେ ସଦସ୍ୟ ହେବା ପୁର୍ବରୁ ସେ ୮ମ, ୧୧ଶ, ୧୨ଶ ଓ ୧୪ଶ ଲୋକ ସଭାର ମଧ୍ୟ ସଦସ୍ୟ ଥିଲେ । କୁମାର (୨୦୦୪-୨୦୦୯) ଯାଏଁ ମନମୋହନ ସିଂହଙ୍କ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରାଳୟରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।.[] [][]

ମୀରା କୁମାରଙ୍କ ଜନ୍ମ ବିହାରର ପଟନାରେ ହୋଇଥିଲା । ବାପା ବାବୁ ଜଗଜୀବନ ରାମ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଜଣେ ପ୍ରମୁଖ ଦଳୀତ ନେତା ଥିଲେ ଏବଂ ମାଆ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପ୍ରାରମ୍ଭିକ ଶିକ୍ଷା ୱେଲହାମ ମହିଳା ବିଦ୍ୟାଳୟରେ ହୋଇଥିଲା ଓ ପରେ ସେ ମାହାରାଣି ଗାୟତ୍ରୀ ଦେବୀ ମହିଳା ବିଦ୍ୟାଳୟକୁ ଯାଇଥିଲେ । ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳରୁ ଓକିଲାତି ସ୍ନାତୋକତ୍ତର ପାଇବା ପ୍ରାପ୍ତ କରିଥିଲେ। ୨୦୧୦ ମସିହାରେ ବନସ୍ପତି ବିଦ୍ୟାପୀଠରୁ ଡାକ୍ତରିକତା ପାଇଥିଲେ।[] []

  1. India: Woman Wins Post of Speaker New York Times, June 4, 2009.
  2. Meira Kumar brings Jagjivan to fore Archived 2013-05-24 at the Wayback Machine. The Times of India, June 4, 2009.
  3. "Profile: Meira Kumar, Ist woman Dalit Speaker". oneindia.in. 3 June 2009. Archived from the original on 22 February 2014. Retrieved 10 February 2014.
  4. http://timesofindia.indiatimes.com/city/jaipur/Banasthali-created-a-force-of-empowered-women/articleshow/16718163.cms
  5. Biography [Lok Sabha]
  6. "ଆର୍କାଇଭ୍ କପି". Archived from the original on 2016-03-09. Retrieved 2015-03-14. {{cite web}}: Cite has empty unknown parameter: |1= (help)
  7. "ଆର୍କାଇଭ୍ କପି". Archived from the original on 2016-03-11. Retrieved 2015-03-14. {{cite web}}: Cite has empty unknown parameter: |1= (help)