ଆରତୀ ସାହା
ଭାରତିୟ ସନ୍ତରଣକାରୀ
ଆରତୀ ଗୁପ୍ତା କିମ୍ବା ସାହା(୨୪ ସେପ୍ଟେମ୍ବର ୧୯୪୦ - ୨୩ ଅଗଷ୍ଟ ୧୯୯୪) ବହୁ ଦୁରତ୍ୱ ସନ୍ତରଣକାରୀ ଥିଲେ। ଜନ୍ମ ପଶ୍ଚିମ ବଙ୍ଗର କଲିକତାଠାରେ ହୋଇଥିଲା, ଆରତୀ ମାତ୍ର ୪ ବର୍ଷ ବୟସରୁ ସନ୍ତରଣ ଅଭ୍ୟାସ ଆରମ୍ଭ କରିଦେଇଥିଲେ ଓ ତାଙ୍କର ଏହି ପ୍ରତିଭା ସଚିନ ନାଗଙ୍କ ଦୃଷ୍ଟି ଆକର୍ଷ କରିଥିଲା। ଇଂଲିଶ ଚ୍ୟାନେଲ ପାରିହୋଇଥିବା ମିହିର ସେନଙ୍କଠାରୁ ପ୍ରେରିତ ହୋଇଥିଲେ । ୧୯୫୯ ମହିହା ସାହା ଏସିଆ ଓ ଭାରତର ଇଂଲିଶ ଚ୍ୟାନେଲ ପାରିହୋଇଥିବା ପ୍ରଥମ ମହିଳା ସନ୍ତରଣକାରୀ ହୋଇଥିଲେ। ୧୯୬୦ ମସିହା ସାହା ପ୍ରଥମ ମହିଳା ଖେଳାଳି ଭାବରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ।[୧]
ଆରତୀ ସାହା | |
---|---|
ଜନ୍ମ | ୨୪ ସେପ୍ଟେମ୍ବର ୧୯୪୦ |
ମୃତ୍ୟୁ | ୨୩ ଅଗଷ୍ଟ ୧୯୯୪ | (ବୟସ ୫୩)
ଜାତୀୟତା | ଭାରତୀୟ |
ବୃତ୍ତି | ସନ୍ତରଣ |
ପୁରସ୍କାର | ପଦ୍ମଶ୍ରୀ ୧୯୬୦ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଆରତୀ ଏକ ମଧ୍ୟମବର୍ତ୍ତି ପରିବାରରୁ ବାପା ମାଁଙ୍କ ଦୁତୀୟ ସନ୍ତାନ ଥିଲେ। ବାପା ସ୍ଥଳ ସେନାରେ ଚାକିରି କରୁଥିଲେ। ମାତ୍ର ଅଢେଇ ବର୍ଷ ବୟସରେ ନିଜ ମାଆଙ୍କୁ ହରେଇଥିଲେ ।[୨] ବଡ଼ ଭାଇ ଓ ସାନ ଭଉଣି ମାଁମୁ ଘରେ ପାଳିତ ହେଲେ ଏବଂ ଆରତୀ ନିଜ ଜେଜେମା ଘରେ ରହୁଥିଲେ।[୩] The 100 metre long lane in front the bust was renamed after her.[୩]
ଆଧାର
ସମ୍ପାଦନା- ↑ De, Pradip; Basu, Tapas. "জলকন্যা আরতি সাহা : ইংলিশ চ্যানেলজয়ী প্রথম এশীয় মহিলা" (in Bengali). বাংলা bazar. Archived from the original on 2 April 2015. Retrieved 7 March 2015.
- ↑ "First Indian Woman to Swim Across English Channel".
- ↑ ୩.୦ ୩.୧ Dutta, Partha (14 September 2014). "আজ ৭৫, ট্যাক্সি ঢেকে দিচ্ছে আরতির মূর্তি". Ei Samay (in Bengali). Kolkata. Retrieved 7 March 2015.[permanent dead link]