ଓଡ଼ିଆ କବି ମାନଙ୍କର ତାଲିକା
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ଓଡ଼ିଆ ସାହିତ୍ୟର ଇତିହାସ |
ଓଡ଼ିଆ ସାହିତ୍ୟର ବିଭାଗ |
ଓଡ଼ିଆ ଭାଷାର ଲେଖକ |
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ |
ପ୍ରକାରଭେଦ |
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ |
ସଙ୍ଗଠନ |
ଆନ୍ଦୋଳନ |
ସମାଲୋଚନା ଓ ସମ୍ମାନ |
ଓଡ଼ିଶା ପୋର୍ଟାଲ |
ସାହିତ୍ୟ ପୋର୍ଟାଲ |
ଉଇକିପାଠାଗାର |
ପ୍ରସିଦ୍ଧ କବି
ସମ୍ପାଦନାକବିଙ୍କ ନାମ | ଜନ୍ମସ୍ଥାନ | ସମୟ କାଳ | ଉପାଧି |
---|---|---|---|
ମାର୍କଣ୍ଡ ଦାସ | |||
ସାରଳା ଦାସ | ଶୂଦ୍ରମୁନି | ||
ଶିଶୁ ଶଙ୍କର | |||
ଜଗନ୍ନାଥ ଦାସ | ଅତିବଡ଼ି/ପଞ୍ଚସଖା | ||
ବଳରାମ ଦାସ | ପଞ୍ଚସଖା | ||
ଅନନ୍ତ ଦାସ | ପଞ୍ଚସଖା | ||
ଯଶୋବନ୍ତ ଦାସ | ପଞ୍ଚସଖା | ||
ଅଚ୍ୟୁତାନନ୍ଦ ଦାସ | ପଞ୍ଚସଖା | ||
ଦୀନକୃଷ୍ଣ ଦାସ | ୧୬୫୦ - ୧୭୧୦ | ||
ଉପେନ୍ଦ୍ର ଭଞ୍ଜ | ଭଂଜନଗର | ୧୬୭୦ - ୧୭୪୦ | କବିସମ୍ରାଟ/ମହାକବି |
ବଳଦେବ ରଥ | ୧୭୮୯ - ୧୮୫୪ | କବିସୂର୍ଯ୍ୟ | |
ଗୋପାଳକୃଷ୍ଣ ପଟ୍ଟନାୟକ | |||
ବ୍ରଜନାଥ ବଡଜେନା | ଢେଂକାନାଳ | ||
ଅଭିମନ୍ୟୁ ସାମନ୍ତସିଂହାର | ଯାଜପୁର | ୧୭୫୭-୧୮୦୭ | |
ବନମାଳୀ ଦାସ | |||
ଭକ୍ତଚରଣ ଦାସ | ୧୭୨୯ - ୧୮୧୦ | ||
ଯଦୁମଣି ମହାପାତ୍ର | ୧୭୮୧ - ୧୮୬୮ | ଉତ୍କଳ ଘଣ୍ଟି | |
ଗୌରହରି ପରିଚ୍ଛା | |||
ଭୀମ ଭୋଇ | ରେଢ଼ାଖୋଲ | ୧୮୫୦-୧୮୯୫ | ସନ୍ଥ କବି |
ମଧୁସୂଦନ ରାଓ | ପୁରୀ | ୧୮୫୩-୧୯୧୨ | ଭକ୍ତକବି |
ରାଧାନାଥ ରାୟ | କେଦାରପୁର(ବାଲେଶ୍ୱର) | ୧୮୪୮-୧୯୦୮ | କବିବର |
ଫକୀରମୋହନ ସେନାପତି | ବାଲେଶ୍ୱର | ୧୮୪୩-୧୯୧୮ | ବ୍ୟାସକବି |
ଗଙ୍ଗାଧର ମେହେର | ବରପାଲି | ୧୮୬୨-୧୯୨୪ | ସ୍ୱଭାବ କବି/ପ୍ରକୃତି କବି |
ବୀରକିଶୋର | ପୁନଙ୍ଗ, ଜଗତସିଂହପୁର | ୧୮୯୬-୧୯୭୩ | ଜାତୀୟ କବି |
ଲକ୍ଷ୍ମୀକାନ୍ତ ମହାପାତ୍ର | ଭଦ୍ରକ | ୧୮୮୮- ୧୯୫୩ | କାନ୍ତକବି |
କାଳିଚରଣ ପଟ୍ଟନାୟକ | ଉଦାହରଣ | ୧୮୯୭ | କବିଚନ୍ଦ୍ର |
ଉଦାହରଣ | ଉଦାହରଣ | ଉଦାହରଣ | ଉଦାହରଣ |
ସମ୍ପୂର୍ଣ୍ଣ ତାଲିକା
ସମ୍ପାଦନାଆଧାର
ସମ୍ପାଦନା- ↑ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
ଅଧିକ ତଥ୍ୟ
ସମ୍ପାଦନା- Odia Poets & their creations Archived 2015-11-23 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |