ଅଗଣି ନାୟକ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଅଗଣି ନାୟକ ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଓ ବାଳବୋଧ କୋଇଲିର ରଚୟିତା ଅଟନ୍ତି । ଏହି ରଚନାରେ କୃଷ୍ଣ ବିରହରେ ଯଶୋଦାଙ୍କ ବାତ୍ସଲ୍ୟ କୋଇଲିକୁ ସମ୍ବୋଧନ ମାଧ୍ୟମରେ ପ୍ରକାଶ କରାଯାଇଛି । ଏହା ଆଷାଢ଼ଶୁକ୍ଳ ବାଣୀରେ ରଚିତ ।[୧]
ଅଗଣି ନାୟକ | |
---|---|
ବୃତ୍ତି | କବି |
ଜାତୀୟତା | ଭାରତୀୟ |
ସମୟ | ଊନବିଂଶ ଶତାବ୍ଦୀ |
ସାହିତ୍ୟ କୃତି | ବାଳବୋଧ କୋଇଲି |
ଏହି ବାଳବୋଧ କୋଇଲି ଭିକଟୋରିଆ ପ୍ରେସରୁ ୧୮୯୮ରେ ପ୍ରକାଶିତ ।
ଆଧାର
ସମ୍ପାଦନା- ↑ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।