ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ନୃତ୍ୟ, ସଂଗୀତ, ରଙ୍ଗମଞ୍ଚ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ ।[୧] ପୁରସ୍କାର ବାବଦରେ ଏକଲକ୍ଷ ଟଙ୍କା ନଗଦ ଅର୍ଥ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥାଏ ।

  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ବିଜେତାଙ୍କ ତାଲିକା[୨]


ବର୍ଷ ବିଜେତା ବିଭାଗ ଟୀକା
୨୦୨୩ ସୋନାଲ ମାନସିଂହ ଓଡ଼ିଶୀ ନୃତ୍ୟ
୨୦୨୩ ଅନନ୍ତ ମହାପାତ୍ର ନାଟକ [୩]
୨୦୨୨ ରାମହରି ଦାସ ଓଡ଼ିଶୀ ସଙ୍ଗୀତ
୨୦୨୨ ନିରଞ୍ଜନ ରାଉତ ଓଡ଼ିଶୀ ନୃତ୍ୟ [୪]
୨୦୨୧ ବିନୋଦିନୀ ଦେବୀ ରଙ୍ଗମଞ୍ଚ [୫]
୨୦୨୦ ରାଜୁ ମିଶ୍ର କଥାଚିତ୍ର [୬]
୨୦୧୮ ଲିଙ୍ଗରାଜ ବେହେରା ଓଡ଼ିଶୀ ନୃତ୍ୟ [୭]
୨୦୧୮ ସଚ୍ଚି ଦାସ ରଙ୍ଗମଞ୍ଚ [୮]
୨୦୧୭ ଶ୍ୟାମାମଣି ପଟ୍ଟନାୟକ ଓଡ଼ିଶୀ ଗୀତ [୯]
୨୦୧୭ ଧ୍ରୁବଚରଣ ବିଶ୍ୱାଳ ଓଡ଼ିଶୀ ନୃତ୍ୟ [୧୦]
୨୦୧୬ ଝରଣା ଦାସ କଥାଚିତ୍ର [୧୧]
୨୦୧୬ କିଶୋର ମହାନ୍ତି ଓଡ଼ିଶୀ ନୃତ୍ୟ [୧୨]
୨୦୧୫ ଶାନ୍ତନୁ ମହାପାତ୍ର କଥାଚିତ୍ର/ ସଙ୍ଗୀତ
୨୦୧୫ ଗିରିଧାରୀ ନାୟକ ଓଡ଼ିଶୀ ନୃତ୍ୟ [୧୩]
୨୦୧୪ ସୁଧାକର ସାହୁ ଓଡ଼ିଶୀ ନୃତ୍ୟ
୨୦୧୪ ନିରଞ୍ଜନ ଶତପଥୀ ନାଟକ
୨୦୧୪ ପ୍ରଶାନ୍ତ ନନ୍ଦ କଥାଚିତ୍ର
୨୦୧୪ ଉମେଶ ଚନ୍ଦ୍ର କର ଓଡ଼ିଶୀ ସଙ୍ଗୀତ
୨୦୧୩ ଘନଶ୍ୟାମ ପଣ୍ଡା ଓଡ଼ିଶୀ ସଙ୍ଗୀତ
୨୦୧୩ ଶଙ୍କର ବେହେରା ଓଡ଼ିଶୀ ନୃତ୍ୟ
୨୦୧୨ ବୀରବର ସାହୁ ଗୋଟିପୁଅ ନୃତ୍ୟ
୨୦୧୧ ଗ୍ଲୋରିଆ ମହାନ୍ତି କଥାଚିତ୍ର
୨୦୧୧ କୁଙ୍କୁମ ମହାନ୍ତି ନୃତ୍ୟ
୨୦୧୦ ମୋହିନୀ ମୋହନ ପଟ୍ଟନାୟକ ସଙ୍ଗୀତ
୨୦୧୦ ଭାଗିରଥୀ ଦାସ ନୃତ୍ୟ
୨୦୦୯ ଜୟୀରାମ ସାମଲ କଥାଚିତ୍ର
୨୦୦୯ ଗୋପାଳ ଚନ୍ଦ୍ର ପଣ୍ଡା ସଙ୍ଗୀତ
୨୦୦୯ ରୀତା ଦେବୀ ନୃତ୍ୟ
୨୦୦୯ ମନୋରଞ୍ଜନ ଦାସ ରଙ୍ଗମଞ୍ଚ
୨୦୦୮ ରମଣୀ ରଞ୍ଜନ ଜେନା ନୃତ୍ୟ
୨୦୦୮ ବନମାଳି ମହାରଣା ସଙ୍ଗୀତ
୨୦୦୮ ନିଖିଳ ବରଣ ସେନଗୁପ୍ତା କଥାଚିତ୍ର
୨୦୦୮ କୁମୁଦିନି ଦେବୀ ରଙ୍ଗମଞ୍ଚ
୨୦୦୭ ହରେକୃଷ୍ଣ ବେହେରା ନୃତ୍ୟ
୨୦୦୭ ବୃନ୍ଦାବନ ପାତ୍ର ରଙ୍ଗମଞ୍ଚ
୨୦୦୭ ନୀଳମାଧବ ପାଣିଗ୍ରାହୀ ସଙ୍ଗୀତ
୨୦୦୭ ଶରତ ପୂଜାରୀ କଥାଚିତ୍ର
୨୦୦୬ ମିନତି ମିଶ୍ର ନୃତ୍ୟ
୨୦୦୬ ମାଧବାନନ୍ଦ କର ରଙ୍ଗମଞ୍ଚ
୨୦୦୬ ରଘୁନାଥ ପାଣିଗ୍ରାହୀ ସଙ୍ଗୀତ
୨୦୦୬ ଗୋବିନ୍ଦ ତେଜ କଥାଚିତ୍ର
୨୦୦୫ ସୁରେନ୍ଦ୍ର ସାହୁ କଥାଚିତ୍ର
୨୦୦୫ ରାଖାଲ ଚନ୍ଦ୍ର ମହାନ୍ତି ସଙ୍ଗୀତ
୨୦୦୫ କାଶୀନାଥ ସାହୁ ରଙ୍ଗମଞ୍ଚ
୨୦୦୫ ରଘୁନାଥ ଦତ୍ତ ନୃତ୍ୟ
୨୦୦୪ ପାର୍ବତୀ ଘୋଷ କଥାଚିତ୍ର
୨୦୦୪ ଦାମୋଦର ହୋତା ସଙ୍ଗୀତ
୨୦୦୪ ଭୁବନେଶ୍ୱର ମହାପାତ୍ର ରଙ୍ଗମଞ୍ଚ
୨୦୦୪ ଗୋପୀକୃଷ୍ଣ ବେହେରା ନୃତ୍ୟ
୨୦୦୩ ହେମନ୍ତ କୁମାର ଦାସ କଥାଚିତ୍ର
୨୦୦୨ ପଶ୍ଚିମେଶ୍ୱର ଜେନା ସଙ୍ଗୀତ
୨୦୦୧ ଭାନୁମତୀ ଦେବୀ ରଙ୍ଗମଞ୍ଚ
୨୦୦୦ ଧୀରେନ୍ଦ୍ର ନାଥ ପଟ୍ଟନାୟକ ନୃତ୍ୟ
୧୯୯୯ ମଣିମାଳା ଦେବୀ କଥାଚିତ୍ର
୧୯୯୯ କାଶୀନାଥ ପୂଜାପଣ୍ଡା ସଙ୍ଗୀତ
୧୯୯୯ ଦୁର୍ଲଭ ସିଂ ରଙ୍ଗମଞ୍ଚ
୧୯୯୮ ସାମୁଏଲ ସାହୁ (ବାବି) କଥାଚିତ୍ର
୧୯୯୭ ନାରାୟଣ ବେହେରା ସଙ୍ଗୀତ
୧୯୯୬ କାର୍ତ୍ତିକ କୁମାର ଘୋଷ ରଙ୍ଗମଞ୍ଚ
୧୯୯୫ ମାଗୁଣି ଚରଣ ଦାସ ନୃତ୍ୟ

ଆଧାର ସମ୍ପାଦନା

  1. "ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା: କଥକର ଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ମତୁଆଲା ହେଲେ ଶ୍ରୋତା | Sambad". Sambad (in Odia). ଓଡ଼ିଶା. 8 September 2018. Archived from the original on 4 November 2019. Retrieved 10 September 2018.{{cite news}}: CS1 maint: unrecognized language (link)
  2. "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.[permanent dead link]
  3. "Kelucharan awards for Mansingh, Mahapatra Read more at: timesofindia.indiatimes.com/articleshow/103154727.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 1 September 2023. Retrieved 1 September 2023.
  4. "Guru Kelucharan awards to Niranjan Rout, Ramahari Das for contribution in Odissi dance, music". www.newindianexpress.com. The New Indian Express. Archived from the original on 1 September 2023. Retrieved 1 September 2023.
  5. "ବିନୋଦିନୀ ଦେବୀ ପାଇବେ 'ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ'". ଧରିତ୍ରୀ. ୩ ସେପ୍ଟେମ୍ବର ୨୦୨୧. p. ୮. Retrieved 3 September 2021. {{cite news}}: Check date values in: |date= (help)
  6. "ରାଜୁ ମିଶ୍ରଙ୍କୁ 'ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର'". No. ଧରିତ୍ରୀ ୧୦/୦୯/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. Archived from the original on 10 September 2020. Retrieved 10 September 2020.
  7. "Kelucharan Awards for Odissi gurus". newindianexpress.com. Retrieved 31 August 2018.
  8. "Kelucharan awardees announced". The Telegraph. Retrieved 31 August 2018.
  9. "Guru Kelucharan Mohapatra Award 2017 announced". newindianexpress.com. Retrieved 5 September 2017.
  10. "Guru Kelucharan Awards festival from Sept 5". The Pioneer. Retrieved 5 September 2017.
  11. "Kishore Mohanty, Jharana Das to receive Nalco Guru Kelucharan Mohapatra Award". , Odisha Television Ltd. Retrieved 1 September 2016.
  12. "GURU KELUCHARAN AWARDS FOR 2016 ANNOUNCED". The Pioneer. Retrieved 1 September 2016.
  13. "ଶାନ୍ତନ୍ତୁ, ଗିରିଧାରୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ". ଧରିତ୍ରୀ. Retrieved 20 November 2020.