ଜୟୀରାମ ସାମଲ
ଓଡ଼ିଆ ଅଭିନେତା
ଜୟୀରାମ ସାମଲ ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ।[୧]
ଜୟୀରାମ ସାମଲ | |
---|---|
ଜନ୍ମ | |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୭୫-ଏବେଯାଏଁ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଜୟୀରାମ ସାମଲ ମାହାଙ୍ଗା ନିକଟବର୍ତ୍ତୀ କୁମୁଡ଼ା ଜଇପୁରଠାରେ ଜନ୍ମ ନେଇଥିଲେ ।[୨]
କଥାଚିତ୍ର ଜୀବନ
ସମ୍ପାଦନା୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଜୟୀ, ବର୍ତ୍ତମାନ ସୁଦ୍ଧା ୨୧୭[୩]ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନାପୁରସ୍କାର ଓ ସମ୍ମାନ
ସମ୍ପାଦନା- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୯)
- ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୭ [୪]
ଆଧାର
ସମ୍ପାଦନା- ↑ "ଛୋଟ ପରଦାରେ ପୁଣି ଓଲିଉଡର କମେଡି କିଙ୍ଗ". sambad.in. 27 April 2018. Retrieved 6 June 2018.
- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 8 January 2013.
Born in Kumuda Jaipur village in Cuttack district in 1948,
[permanent dead link] - ↑ ଇଣ୍ଟରନେଟ ମୁଭି ଡାଟାବେସରେ ଜୟୀରାମ ସାମଲ
- ↑ "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Archived from the original on 15 March 2014. Retrieved 21 January 2013.
Last year, comedy king Jairam Samal received the award
ଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଜୟୀରାମ ସାମଲ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଜୟୀରାମ ସାମଲ
- ଜୟୀଙ୍କ ଅଭିନୀତ କଥାଚିତ୍ର ତାଲିକା