ଜୟୀରାମ ସାମଲ
ଓଡ଼ିଆ ଅଭିନେତା
ଜୟୀରାମ ସାମଲ ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ।[୧]
ଜୟୀରାମ ସାମଲ | |
---|---|
![]() | |
ଜନ୍ମ | |
ବୃତ୍ତି | ଅଭିନେତା |
Years active | ୧୯୭୫-ଏବେଯାଏଁ |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ଜୟୀରାମ ସାମଲ ମାହାଙ୍ଗା ନିକଟବର୍ତ୍ତୀ କୁମୁଡ଼ା ଜଇପୁରଠାରେ ଜନ୍ମ ନେଇଥିଲେ ।[୨]
କଥାଚିତ୍ର ଜୀବନସମ୍ପାଦନ କରନ୍ତୁ
୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଜୟୀ, ବର୍ତ୍ତମାନ ସୁଦ୍ଧା ୨୧୭[୩]ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୯)
- ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୭ [୪]
ଆଧାରସମ୍ପାଦନ କରନ୍ତୁ
- ↑ "ଛୋଟ ପରଦାରେ ପୁଣି ଓଲିଉଡର କମେଡି କିଙ୍ଗ". sambad.in. 27 April 2018. Retrieved 6 June 2018.
- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 8 January 2013.
Born in Kumuda Jaipur village in Cuttack district in 1948,
- ↑ ଜୟୀରାମ ସାମଲ (ଇଣ୍ଟରନେଟ ମୁଭି ଡାଟାବେସରେ)
- ↑ "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Retrieved 21 January 2013.
Last year, comedy king Jairam Samal received the award
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ଜୟୀରାମ ସାମଲ
ବାବଦରେ ମାଧ୍ୟମ ରହିଛି ।
- ଜୟୀରାମ ସାମଲ (ଇଣ୍ଟରନେଟ ମୁଭି ଡାଟାବେସରେ)
- ଜୟୀଙ୍କ ଅଭିନୀତ କଥାଚିତ୍ର ତାଲିକା