ବୃନ୍ଦାବନ ପାତ୍ର
ଓଡ଼ିଆ ରାଜନୀତିଜ୍ଞ
ବୃନ୍ଦାବନ ପାତ୍ର (୬ ଜାନୁଆରୀ ୧୯୨୪ - ୧୭ ଜୁନ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ବୃନ୍ଦାବନ ପାତ୍ର | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ର ନାଥ ନାୟକ |
ପର ଅଧିକାରୀ | ସୁରେନ୍ଦ୍ର ନାଥ ନାୟକ |
ନିର୍ବାଚନ ମଣ୍ଡଳୀ | କାକଟପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୬ ଜାନୁଆରୀ ୧୯୨୪ |
ମୃତ୍ୟୁ | ୧୭ ସେପ୍ଟେମ୍ବର ୨୦୧୯ | (ବୟସ ୯୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଇଚ୍ଛାବତୀ ପାତ୍ର |
ବାପା/ବୋଉ | ଚେମଇ ପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବୃନ୍ଦାବନ ପାତ୍ର ୧୯୨୪ ମସିହାର ଜାନୁଆରୀ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚେମଇ ପାତ୍ର ଓ ପତ୍ନୀଙ୍କ ନାମ ମାଳତି ଦେବୀ ।[୩]
ରାଜନୈତିକ ଜୀବନ
ସମ୍ପାଦନାବୃନ୍ଦାବନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୩]
ମୃତ୍ୟୁ
ସମ୍ପାଦନାବୃନ୍ଦାବନ ୨୦୧୯ ମସିହାର ଜୁନ ୧୭ ତାରିଖରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ "ବିଧାନ ସଭାରେ ଶୋକ". ସମ୍ବାଦ. sambad.in. 14 November 2019. Archived from the original on 13 March 2021. Retrieved 13 March 2021.
- ↑ ୨.୦ ୨.୧ "ପୂର୍ବତନ ବିଧାୟକ ବୃନ୍ଦାବନ ପାତ୍ରଙ୍କ ପରଲୋକ". Prameyanews7. 17 September 2019. Retrieved 13 March 2021.
- ↑ ୩.୦ ୩.୧ "Shri Brundaban Patra". odishaassembly.nic.in. Odisha Assembly. Retrieved 13 March 2021.