ତୁଣ୍ଡ ବାଇଦ
୧୯୮୭ର ଓଡ଼ିଆ କଥାଚିତ୍ର
ତୁଣ୍ଡ ବାଇଦ, '୧୯୮୭' ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧] ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ 'ତୁଣ୍ଡ ବାଇଦ' ଉପନ୍ୟାସ ଅବଲମ୍ବନରେ ଏହା ନିର୍ମିତ ହେଇଥିଲା ।[୨]
ତୁଣ୍ଡ ବାଇଦ | |
---|---|
ନିର୍ଦ୍ଦେଶକ | ଗୋବିନ୍ଦ ତେଜ |
ପ୍ରଯୋଜକ | ନଗେନ ସାହୁ |
ସଂଳାପ | ଗୋବିନ୍ଦ ତେଜ, ସୁବୋଧ ପଟ୍ଟନାୟକ |
କାହାଣୀ | କାହ୍ନୁ ଚରଣ ମହାନ୍ତି |
କଳାକାର | ସୁଜାତା ଆନନ୍ଦ, ଅଜିତ ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି |
ସଙ୍ଗୀତ | Akshaya Mohanty |
ଚିତ୍ରଗ୍ରହଣ | ରାଜନ କିନ୍ନାଗି |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ, ଏ.ସଞ୍ଜୀବି |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ତୁଣ୍ଡ ବାଇଦ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୩]
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: Akshaya Mohanty
- ଗୀତିକାର: Akshaya Mohanty, ଶିର୍ଶାନନ୍ଦ ଦାସ କାନୁନଗୋ
- ପ୍ରଚ୍ଛଦପଟ ଗାୟକ: Akshaya Mohanty, Suresh wadekar, ଅନୁରାଧା ପୌଡୁଆଲ
ଆଧାରସମ୍ପାଦନ କରନ୍ତୁ
- ↑ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "Odia filmmaker, actor Govind Tej passes away". The New Indian Express. Retrieved 28 November 2016.
- ↑ "ତୁଣ୍ଡ ବାଇଦ". ନଜର୍ (ନିତିଦିନ). Retrieved 28 November 2016.
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link)
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ତୁଣ୍ଡ ବାଇଦ