ଲକ୍ଷେ ଶିବ ପୂଜି ପାଇଛି ପୁଅ

୧୯୯୪ର ଓଡ଼ିଆ କଥାଚିତ୍ର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆ କଥାଚିତ୍ର ଲକ୍ଷେ ଶିବ ପୂଜି ପାଇଛି ପୁଅ [୪] ୧୯୯୪ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୫]

ଲକ୍ଷେ ଶିବ ପୂଜି ପାଇଛି ପୁଅ
ନିର୍ଦ୍ଦେଶକମହମ୍ମଦ ମହସୀନ୍
ପ୍ରଯୋଜକବସନ୍ତ ନାୟକ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀବସନ୍ତ ନାୟକ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ
ସଙ୍ଗୀତସ୍ୱରୂପ ନାୟକ
ସମ୍ପାଦକଦେବେନ ମିଶ୍ର[୧][୨]
ମୁକ୍ତିଲାଭ ତାରିଖ
୧୦ ଜୁନ ୧୯୯୪[୩]
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଗୀତ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ୤ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ର ଗୀତଗୁଡ଼ିକରେ ସୁଦେଶ ଭୋସଲେ, ତୃପ୍ତି ଦାସ, ଦେବାଶିସ ମହାପାତ୍ର, ଘନଶ୍ୟାମ ପଣ୍ଡା, ଗୀତା ପଟ୍ଟନାୟକ ଓ ପ୍ରଣବ ପଟ୍ଟନାୟକ ପ୍ରମୁଖ କଣ୍ଠଦାନ କରିଥିଲେ ୤

ଆଧାର ସମ୍ପାଦନା

  1. "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
  2. "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
  3. ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
  4. ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷେ ଶିବ ପୂଜି ପାଇଛି ପୁଅ
  5. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
  6. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  7. "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
  8. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.