ମାନିନୀ

ଓଡ଼ିଆ କଥାଚିତ୍ର

ରବି କିନ୍ନାଗୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମାନିନୀ ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ।

ମାନିନୀ
ନିର୍ଦ୍ଦେଶକରବି କିନ୍ନାଗୀ
ପ୍ରଯୋଜକବଟକୃଷ୍ଣ ନାୟକ
ସଂଳାପବିଜୟ ମିଶ୍ର
କାହାଣୀବଟକୃଷ୍ଣ ନାୟକ
କଳାକାରଶ୍ରୀରାମ ପଣ୍ଡା ରାମେଶ୍ୱରୀ
ସଙ୍ଗୀତରାଧାକୃଷ୍ଣ ଭଞ୍ଜ
ଚିତ୍ରଗ୍ରହଣରାଜନ କିନ୍ନାଗୀ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
Production
company
କଳିଙ୍ଗ ସ୍ତୁଡିଓ
କଥାଚିତ୍ରର ସମୟ
୨:୨୧:୪୭
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ମାନିନୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଗୀତସମ୍ପାଦନ କରନ୍ତୁ

  1. ଡାମରା କାଉରେ ଡାମରା କାଉ
  2. ଜନ୍ହ ଆମକୁ ଦେଖି ଲୁଚି ଦେଖୁଛି
  3. ମନ ମୋର ଏକ କାଗଜର ନା
  4. ମୁ ପରଦେଶୀ ଚଢ଼େଇ [୧]

ଟୀକାସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ