ମାନିନୀ
ଓଡ଼ିଆ କଥାଚିତ୍ର
ରବି କିନ୍ନାଗୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମାନିନୀ ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ।
ମାନିନୀ | |
---|---|
ନିର୍ଦ୍ଦେଶକ | ରବି କିନ୍ନାଗୀ |
ପ୍ରଯୋଜକ | ବଟକୃଷ୍ଣ ନାୟକ |
ସଂଳାପ | ବିଜୟ ମିଶ୍ର |
କାହାଣୀ | ବଟକୃଷ୍ଣ ନାୟକ |
କଳାକାର | ଶ୍ରୀରାମ ପଣ୍ଡା ରାମେଶ୍ୱରୀ |
ସଙ୍ଗୀତ | ରାଧାକୃଷ୍ଣ ଭଞ୍ଜ |
ଚିତ୍ରଗ୍ରହଣ | ରାଜନ କିନ୍ନାଗୀ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
Production company | କଳିଙ୍ଗ ସ୍ତୁଡିଓ |
କଥାଚିତ୍ରର ସମୟ | ୨:୨୧:୪୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ମାନିନୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ରାଧାକୃଷ୍ଣ ଭଞ୍ଜ
- ଗୀତିକାର: ନିଜାମ
- ପ୍ରଚ୍ଛଦପଟ ଗାୟକ: ଅନୁରାଧା ପୌଡୁୱାଲ, ମହମ୍ମଦ ଅଜିଜ
ଗୀତ
ସମ୍ପାଦନା- ଡାମରା କାଉରେ ଡାମରା କାଉ
- ଜନ୍ହ ଆମକୁ ଦେଖି ଲୁଚି ଦେଖୁଛି
- ମନ ମୋର ଏକ କାଗଜର ନା
- ମୁ ପରଦେଶୀ ଚଢ଼େଇ [୧]
ଟୀକା
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2012-05-13. Retrieved 2012-07-05.
{{cite web}}
: Cite has empty unknown parameter:|1=
(help)
ବାହାର ଆଧାର
ସମ୍ପାଦନା- [୧] Archived 2012-08-31 at the Wayback Machine.