ମିଛ ମାୟା ସଂସାର

୧୯୮୭ର ଓଡ଼ିଆ କଥାଚିତ୍ର

ଉଦୟ ଶଙ୍କର ପାଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମିଛ ମାୟା ସଂସାର ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।[୧]

ମିଛ ମାୟାର ସଂସାର
ନିର୍ଦ୍ଦେଶକଉଦୟ ଶଙ୍କର ପାଣି
ପ୍ରଯୋଜକନରେଶ ମାଲହୋତ୍ରା
କଳାକାରଉତ୍ତମ ମହାନ୍ତି, ତାପସ ପାଲ, ଶ୍ରୀରାମ ପଣ୍ଡା, ବିଶ୍ୱଜିତ
ସଙ୍ଗୀତବାପି ଲାହିରି
ଚିତ୍ରଗ୍ରହଣରାଜନ କିନ୍ନାଗୀ
ମୁକ୍ତିଲାଭ ତାରିଖ
୧୯୮୯
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୭ଲକ୍ଷ ୫୨ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ମିଛ ମାୟାର ସଂସାର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. |access-date= requires |url= (help)

ବାହାର ଆଧାରସମ୍ପାଦନ କରନ୍ତୁ