କିଏ ଜିତେ କିଏ ହାରେ
୧୯୮୧ର ଓଡ଼ିଆ କଥାଚିତ୍ର
କିଏ ଜିତେ କିଏ ହାରେ ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ[୧][୨] ନିର୍ମିତ ଓ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩]
କିଏ ଜିତେ କିଏ ହାରେ | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
କଳାକାର | ସୁଜାତା ଆନନ୍ଦ, ଅକ୍ଷୟ ମହାନ୍ତି, ଜୟୀରାମ ସାମଲ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୮୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆକଥାଚିତ୍ର ‘କିଏ ଜିତେ କିଏ ହାରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୪]
ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ http://www.orissadiary.com/CurrentNews.asp?id=28652[permanent dead link]
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
- ↑ "କିଏ ଜିତେ କିଏ ହାରେ". ନିତିଦିନ 'ନଜର୍'. Archived from the original on 2019-03-28. Retrieved 27 March 2017.
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କିଏ ଜିତେ କିଏ ହାରେ