ଘର ସଂସାର
୧୯୭୩ର ଓଡ଼ିଆ କଥାଚିତ୍ର
ଗୋପାଳ ଘୋଷ ଓ ବ୍ୟୋମକେଶ ତ୍ରିପାଠୀଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଘର ସଂସାର [୧] - ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ ଓ ସୁଜାତା ଆନନ୍ଦ ପ୍ରମୁଖ ଅଭିନୟ କରିଥିଲେ |
ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ
ଘର ସଂସାର | |
---|---|
ନିର୍ଦ୍ଦେଶକ | ଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ |
କାହାଣୀ | ରାମଚନ୍ଦ୍ର ମିଶ୍ର |
କଳାକାର | ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ , ସୁଜାତା ଆନନ୍ଦ |
ସଙ୍ଗୀତ | ରାଖାଲ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୭୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୬ ଲକ୍ଷ ୬୦ ହଜାର ଟଙ୍କା |