ଶ୍ରଦ୍ଧାଞ୍ଜଳି
୧୯୯୩ର ଓଡ଼ିଆ କଥାଚିତ୍ର
ଶ୍ରଦ୍ଧାଞ୍ଜଳି ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ସେନାପତି । ନିର୍ଦ୍ଦେଶକ ପଙ୍କଜ ପାଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଶ୍ରଦ୍ଧାଞ୍ଜଳି | |
---|---|
ନିର୍ଦ୍ଦେଶକ | ପଙ୍କଜ ପାଣି |
ପ୍ରଯୋଜକ | ପ୍ରଶାନ୍ତ ସେନାପତି |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଲେଖା ନନ୍ଦ, ମିହିର ଦାସ, ସସ୍ମିତା ପ୍ରଧାନ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ସମ୍ପାଦକ | ଦେବେନ ମିଶ୍ର[୧][୨] |
ମୁକ୍ତିଲାଭ ତାରିଖ | ୧୯୯୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭୨ଲକ୍ଷ ୭୫ହଜାର |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଲେଖା ନନ୍ଦ । ମିହିର ଦାସ, ସସ୍ମିତା ପ୍ରଧାନ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲା ।[୩]
ଅଭିନୟ
ସମ୍ପାଦନାଆଧାର
ସମ୍ପାଦନା- ↑ "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
- ↑ "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ସିଦ୍ଧାନ୍ତଙ୍କ ଏହି ସ୍ୱପ୍ନ ଏଯାଏଁ ପୂରଣ ହୋଇନାହିଁ". sambad.in. 30 May 2018. Retrieved 6 June 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରଦ୍ଧାଞ୍ଜଳି