ପଳାତକ

୧୯୮୫ର ଓଡ଼ିଆ କଥାଚିତ୍ର

ପଳାତକ, ୧୯୮୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଧୀର ବିଶ୍ୱାଳ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୨] ପ୍ରଫୁଲ୍ଲ ରଥ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ପଳାତକ
ନିର୍ଦ୍ଦେଶକପ୍ରଫୁଲ୍ଲ ରଥ
ପ୍ରଯୋଜକଧୀର ବିଶ୍ୱାଳ
କଳାକାରବିଜୟ ମହାନ୍ତି
ତନ୍ଦ୍ରା ରାୟ
ଉତ୍ତମ ମହାନ୍ତି
ମହାଶ୍ୱେତା ରାୟ
ସୁଜାତା ଆନନ୍ଦ
ସଙ୍ଗୀତଉପେନ୍ଦ୍ର କୁମାର
ଚିତ୍ରଗ୍ରହଣନାଗରାଜନ ଲିଙ୍ଗମ
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ସୁଜାତା ଆନନ୍ଦ, ଜୟା ବି, ବିଶ୍ୱରଞ୍ଜନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମହାଶ୍ୱେତାଙ୍କ ପାଇଁ ରୀତା ବିଶାଲ ଭଏସ୍ ଡବିଂ କରିଥିଲେ ।[୨]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାର । ସିକନ୍ଦର ଆଲାମ, ସଙ୍ଗୀତା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 24 August 2018. Retrieved 24 August 2018.

ବାହାର ଆଧାରସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ ପଳାତକ